ଅବିନାଶ ସିଂହ

ଅବିନାଶ ସିଂହ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Story Bhija Bhija Niraba Rasta re (ଭିଜା ଭିଜା ନୀରବ ରାସ୍ତାରେ...) by Abinash Singh

ଭିଜା ଭିଜା ନୀରବ ରାସ୍ତାରେ…

ମନେ ଅଛି ଆମ ସେ ପ୍ରଥମ ଦେଖା? ମନେଅଛି ସେଇ ପ୍ରଥମ ଦେଖାର ରାସ୍ତା? ଆଜିବି ସେଇ ରାସ୍ତାରେ ମୁଁ ଯାଉଛି ହେଲେ ତୁମେ ଦେଖାଯାଉନ । ରାସ୍ତାକୁ ପଚାରେ ତୁମ କଥା ହେଲେ ରାସ୍ତା କିଛି ବି ଉତ୍ତର ଦିଏ ନାହିଁ । କିନ୍ତୁ ଗଛ ଓ ପବନକୁ ସବୁ କିଛି ଜଣା ତଥାପି ସେ ନିରବ ରହିଥାନ୍ତି । ଆଜିବି ସେଇ ରାସ୍ତାରେ ମୁଁ ଅପେକ୍ଷା କରିଥାଏ ପ୍ରତ୍ୟେକ ଦିନ ସଞ୍ଜ ବେଳକୁ ।…

ଅଧିକ ପଢ଼ନ୍ତୁ