ଧନୁ ସଂକ୍ରାନ୍ତିରେ ଶୁଭୋଦୟର ୩ୟ ସଂସ୍କରଣ ଉନ୍ମୋଚିତ

Shubhodaya launches 3rd edition on Dhanu Sankranti

ଭଦ୍ରକ (୧୬ ଡିସେମ୍ବର ୨୦୨୦): ଆଜି ଧନୁ ସଂକ୍ରାନ୍ତି ଅବସରରେ ଓଡ଼ିଆ ଇ-ପତ୍ରିକା ଶୁଭୋଦୟର ୩ୟ ସଂସ୍କରଣ ଉନ୍ମୋଚିତ ହୋଇଯାଇଛି । ଶୁଭପଲ୍ଲବ ପ୍ରକାଶନୀ ଦ୍ୱାରା ପ୍ରକାଶ ପାଉଥିବା ଏହି ମାସିକ ଇ-ପତ୍ରିକାଟିର ୩ୟ ସଂସ୍କରଣରେ ସମୁଦାୟ ୧୫ଟି ବଛାବଛା ଗପ, କବିତା ଆଦି ପ୍ରକାଶ ପାଇଛି ।

ଏହି ସଂସ୍କରଣଟିର ପ୍ରଚ୍ଛଦରେ ସ୍ଥାନିତ ହୋଇଛି କୁହୁଡ଼ି ଭରା ଏକ ଶୀତ ସକାଳେ ଗାଁ’ର ଦୃଶ୍ୟ । ଏହି ସଂସ୍କରଣଟିର ସମ୍ପାଦନା କାର୍ଯ୍ୟ ତୁଲାଇଛନ୍ତି ଶୁଭପଲ୍ଲବ ପ୍ରତିଷ୍ଠାତା ସଂଗ୍ରାମ କେଶରୀ ସେନାପତି । ଏହି ପତ୍ରିକାଟି ଶୁଭପଲ୍ଲବ ୱେବ୍‌ସାଇଟ୍ ସହିତ ଶୁଭପଲ୍ଲବ ଷ୍ଟୋର୍ ତଥା ଆନ୍ତର୍ଜାତୀୟ ରିଡିଂ ସାଇଟ୍ ମାଗ୍‌ଜ୍‌ଟର୍‌ରେ ମୁକ୍ତ ଭାବରେ ଉପଲବ୍ଧ ହେଉଛି ।

  • Yugabda Portal: ଧନୁ ସଂକ୍ରାନ୍ତିରେ ଶୁଭୋଦୟର ୩ୟ ସଂସ୍କରଣ ଉନ୍ମୋଚିତ – OriginalArchived
News on 3rd Edition of Shubhodaya published on Sakala News Paper
News on 3rd Edition of Shubhodaya published on Sakala News Paper
News on 3rd Edition of Shubhodaya published on Odisha Bhaskar
News on 3rd Edition of Shubhodaya published on Odisha Bhaskar

English Newsletter:

Shubhodaya Released its 3rd edition on Dhanu Sankranti

Bhadrak: On Dhanu Sankranti, the 3rd edition of Shubhodaya has been released with the powerful editing of bidding editor Sangram Keshari Senapati. Shubhodaya is an Odia e-magazine by Shubhapallaba Publication.

A total of 15 Odia articles including stories, poems, and photo stories of different authors of Odisha placed in this edition. The cover photo of this edition has featured the village life of India on a foggy winter morning.

  • OdishaDiary: Shubhodaya Released its 3rd edition on Dhanu Sankranti – OriginalArchived

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...