Mo Akhire Tu - 5th Part

ମୋ ଆଖିରେ ତୁ… (ପଞ୍ଚମ ଭାଗ)

ବାଇଶି ପାହାଚର ମାହାତ୍ମ୍ୟ ଯେତେ କହିଲେ ମଧ୍ୟ କେବେ ସରିବନି । କୁହାଯାଏ ବୈକୁଣ୍ଠକୁ ଯିବାକୁ ହେଲେ ବାଇଶି ପ୍ରକାର ତଳକୁ ପାର କରିବାକୁ ହୁଏ । ତା’ପରେ ଯାଇ ବୈକୁଣ୍ଠବିହାରୀଙ୍କ ଦର୍ଶନ ହୁଏ । ଠିକ୍ ସେମିତି ତୋ’ ବାଇଶି ପାହାଚ ପାର କରିବା ପରେ ହିଁ ଯାଇ ତୋ’ ଦିବ୍ୟ ଦର୍ଶନ ଲାଭ କରିହୁଏ । ଏମିତିରେ ହେ ହରିବିଷ୍ଣୁ ଯୁଗ ଯୁଗ ଧରି ଭକ୍ତମାନଙ୍କୁ ଉଦ୍ଧାର କରିବା ପାଇଁ ଆଉ ଦୁନିଆରେ ଧର୍ମର…

ଅଧିକ ପଢ଼ନ୍ତୁ
Mo Akhire Tu - 4th Part

ମୋ ଆଖିରେ ତୁ… (ଚତୁର୍ଥ ଭାଗ)

ତୋ ବିଗ୍ରହକୁ ଦେଖିଦେଲେ ହଜି ଯିବାକୁ ମନେ ହୁଏରେ କାଳିଆ…!! ମୁଁ ତ ଆଉ ଖୋଜି ପାଏନା ନିଜକୁ । କିନ୍ତୁ ଜାଣିଛୁ ତୋତେ ଦେଖିଲେ ମୋ ମନରେ ଗୋଟିଏ ଭାବନା ଆପଣାଛାଏଁ ଚାଲିଆସେ । ମନେ ମନେ ମୁଁ ବହୁତ ଭାବେ ତୋ’ ଅବୟବ ଏମିତି କାଠରେ ଗଢ଼ା ହେଉ ବୋଲି ତୁ କାହିଁକି ନିଷ୍ପତ୍ତି ନେଲୁରେ…!? ଯେତେବେଳେ କି କାଠ ଅତ୍ୟଧିକ ପରିମାଣରେ ଦହନଶୀଳ ହୋଇଥାଏ । ନିଆଁ ପାଣିର ଭୟ ସବୁବେଳେ କାଠ…

ଅଧିକ ପଢ଼ନ୍ତୁ
Mo Akhire Tu - 3rd Part

ମୋ ଆଖିରେ ତୁ… (ତୃତୀୟ ଭାଗ)

ଆଖି ସାମ୍ନାରେ ଅଦ୍ଭୁତ ଦୃଶ୍ୟ ଥିଲା… !! ହାତ ନାହିଁ ପାଦ ନାହିଁ… ଅଧାଗଢ଼ା ତିନୋଟି ମୂର୍ତ୍ତି ଥିଲେ… !! ତିନୋଟି ରଙ୍ଗର ତିନୋଟି ଅପୂର୍ବ ଗଢ଼ଣ ହୋଇଥିଲା… !! କଳା ଧଳା ଆଉ ହଳଦିଆ… !! କଳା ମୂର୍ତ୍ତିର ଚକା ଚକା ଦୁଇଟି ବଡ଼ ବଡ଼ ଆଖିରେ ଆଖି ଲାଗି ଯାଇଥିଲା ରାଜାରାଣୀଙ୍କର… !! ଧଳା କଳା ମୂର୍ତ୍ତି ଦୁଇଟି ଅଧା ଖଣ୍ଡିଆ ହାତ ଆଗକୁ ବଢ଼େଇ ଏପରି ଠିଆ ହୋଇଥିଲେ ଯେପରି ହାତ ଠାରି…

ଅଧିକ ପଢ଼ନ୍ତୁ
Mo Akhire Tu - 2nd Part

ମୋ ଆଖିରେ ତୁ… (ଦ୍ୱିତୀୟ ଭାଗ)

ସେତିକି କ୍ଷମା କରି ଦେଇଥିଲେ ହୁଏତ…!! କେତେ ଡରି ଯାଇଥିଲା ଶାମ୍ବ ସେଦିନ…! ଯେତେବେଳେ ଋଷିଙ୍କ ଅଭିଶାପ ପାଇ ବ୍ୟସ୍ତ ହୋଇ ଖୋଲି ପକାଉଥିଲା ତା’ର ମିଥ୍ୟା ରଚିତ ଗର୍ଭକୁ…!! ଆଉ ତା’ ଭିତରୁ ବାହାରି ପଡ଼ିଥିଲା ଏକ ଲୁହାର ମୂଷା…!! ଏଇଟା କ’ଣ କେବେ ସମ୍ଭବ କି ଯେ ଏକ ମିଛ କପଡ଼ା ଭର୍ତ୍ତି ପୋଷାକ ଭିତରୁ ଏକ ଲୌହ ମୂଷିକ ଜନ୍ମ ନେଇଯାଇପାରେ?? ଲୋକକଥା କୁହେ ଶାମ୍ବ କୁଆଡ଼େ ଗର୍ଭ ଯନ୍ତ୍ରଣା ସହ୍ୟ କରିଥିଲା…

ଅଧିକ ପଢ଼ନ୍ତୁ
Mo Akhire Tu - 1st Part

ମୋ ଆଖିରେ ତୁ… (ପ୍ରଥମ ଭାଗ)

ନୀଳାଦ୍ରୌ ଶଙ୍ଖମଧ୍ୟେ ଶତଦଳ କମଳେ ରତ୍ନ ସିଂହାସନସ୍ଥମ୍… ସର୍ବାଳୋଙ୍କାର ଯୁକ୍ତ ନବଘନ ରୁଚିରେ ସଂଯୁକ୍ତମଚାଗ୍ରଜେନ ଭଦ୍ରାୟ ବାମଭାଗେ ରଥଚରଣ ଯୁଥମ… ବ୍ରହ୍ମରୁଦ୍ରେନ୍ଦ୍ରଗମ୍ୟମ ବେଦାନାମ ସାରମିଶମ୍ ସ୍ୱଜନ ପରିବୃତମ୍… ବ୍ରହ୍ମଦାରୁମ୍ ନମାମି… ବ୍ରହ୍ମଦାରୁମ ସ୍ମରାମି… ବ୍ରହ୍ମଦାରୁମ ପ୍ରତ୍ୟୟାମି… ଜଗାରେ…ସତ କହ ତ… କ’ଣ ମୁଁ ତୋ’ ବିଷୟରେ କିଛି ଲେଖି ପାରିବି କି? ତୁ ତ ଅବ୍ୟକ୍ତ… କିନ୍ତୁ ବ୍ୟକ୍ତ ହେଇଯାଉ ଯେତେବେଳେ ତୋ’ର ଇଚ୍ଛା ହୁଏ । ତେବେ କହ ମୁଁ ଇଚ୍ଛା କରି ତୋତେ ଶବ୍ଦରେ…

ଅଧିକ ପଢ଼ନ୍ତୁ