ଶ୍ରୀକ୍ଷେତ୍ରରେ ମେଣ୍ଢାପୋଡ଼ି ନୀତି
ବସନ୍ତ ଋତୁର ଆଗମନରେ ଆମ୍ବ ବଉଳର ବାସ ସହିତ ଚତୁର୍ଦ୍ଦିଗେ ହୋଲିର ରଙ୍ଗ ଭରିଯାଏ । ଦୋଳରେ ବିରାଜିତ ରାଧାକୃଷ୍ଣ ଘରଘର ବୁଲନ୍ତି, ଦୋଳ ମେଳଣରେ ଏକାଠି ହୁଅନ୍ତି । ଚାରିଆଡ଼େ ଏ ରଙ୍ଗର ପର୍ବ ପାଳନ କରାଯାଏ । ସବୁ ପର୍ବଠାରୁ କିନ୍ତୁ ଏକ ଭିନ୍ନ ପର୍ବ ପାଳନ ହୁଏ ଶ୍ରୀମନ୍ଦିରରେ । ଫାଲ୍ଗୁନ ମାସର ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ଶ୍ରୀକ୍ଷେତ୍ର ପୁରୀରେ ପାଳିତ ହୁଏ ମେଣ୍ଢା ପୋଡ଼ି ନୀତି । ଶ୍ରୀଜଗନ୍ନାଥ ମନ୍ଦିରର ପାରମ୍ପରିକ…

