Editorial Page of Shubhapallaba 9th Edition (ଶୁଭପଲ୍ଲବ ୯ମ ସଂସ୍କରଣ ସମ୍ପାଦକୀୟ ପୃଷ୍ଠା )

✍ ନବମ ସମ୍ପାଦକୀୟ

ଆମେ ଓଡ଼ିଆ, ଆମ ଭାଷା ଓଡ଼ିଆ ଆଉ ସଂସ୍କୃତି ବି ଓଡ଼ିଆ । ସେହି ସଂସ୍କୃତିର ପୂରାତନ ପରମ୍ପରା ମଧ୍ୟରେ ବୋଇତ ବନ୍ଦାଣ ଅନ୍ୟତମ । ପୂର୍ବକାଳରେ ଓଡ଼ିଆ ସାଧବମାନେ ବେପାର ବଣିଜ ପାଇଁ ସେମାନଙ୍କର ବୋଇତରେ ଜିନିଷପତ୍ର ନେଇ ବାଲି, ଜାଭା, ସୁମାତ୍ରା ଆଦି ସ୍ଥାନମାନଙ୍କୁ ଯାତ୍ରା କରୁଥିଲେ । ଏହି ଯାତ୍ରା ମୁଖ୍ୟତଃ କାର୍ତ୍ତିକ ପୂର୍ଣ୍ଣିମାଠାରୁ ଆରମ୍ଭ କରିନ୍ତି ବୋଲି ଇତିହାସରୁ ଜଣାପଡ଼େ ଏବଂ ଓଡ଼ିଶାରୁ ସମୁଦ୍ର ପଥଦେଇ ଯିବାପାଇଁ ମହାନଦୀ ପଠା ସର୍ବୋତ୍କୃଷ୍ଟ…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 35th Edition

✍ ପଞ୍ଚତ୍ରିଂଶ ସମ୍ପାଦକୀୟ

ଯେବେ ଯେବେ କୌଣସି ସଭ୍ୟତା ଏବଂ ଏହାର ଧାର୍ମିକ ଭାବନାକୁ ଆକ୍ରମଣ କରାଯାଇଛି, ସମାଜ ଅବନତି ଆଡ଼କୁ ମୁହାଁଇଛି, ପ୍ରଥମ ଖଣ୍ଡା ଚୋଟ ଏହାର ଶିକ୍ଷା ବ୍ୟବସ୍ଥା ଏବଂ ଜ୍ଞାନର ଉତ୍ସ ଉପରେ ପଡ଼ିବାର ନଜିର୍ ଇତିହାସ ଆମକୁ ଦେଖାଇ ସାରିଛି । ବଖତିୟାର ଖିଲଜିଙ୍କ ଦ୍ୱାରା ନାଳନ୍ଦା ବିଶ୍ୱବିଦ୍ୟାଳୟ ଉପରେ ଆକ୍ରମଣ, ଧର୍ମଗ୍ରନ୍ଥ ପୁସ୍ତକ ସଂଗ୍ରହାଳୟ ଜାଳି ପୋଡ଼ି ଛାରଖାର କରିଦେବା ଏହାର ଜ୍ଵଳନ୍ତ ଉଦାହରଣ । ପ୍ରାୟ ନବେ ଲକ୍ଷ ପୁସ୍ତକ ପାଉଁଶ ହେବାକୁ…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 34th Edition

✍ ଚତୁର୍ତ୍ରିଂଶ ସମ୍ପାଦକୀୟ

ଚାହୁଁ ଚାହୁଁ ଆମ୍ଭେମାନେ ୨୦୨୨ରେ ! ଆଶ୍ଚର୍ଯ୍ୟ ଲାଗୁଚି ନା ! ଯଦିଓ ଏଥିରେ ଆଶ୍ଚର୍ଯ୍ୟ କିଛି ନାହିଁ । ସମୟ ତ ଏଇମିତି ନୌକାରେ ବସେଇ ସବୁ ଝଡ଼ ମଉଜ ବୁଲେଇ ଆଣି ବର୍ଷ ପରେ ବର୍ଷ ପାର କରେଇଦିଏ । ଆହୁରି ଅନେକ ଦେଖିବାକୁ ଏବେ ବି ଚର୍ମ ଚକ୍ଷୁ ସକ୍ଷମ, ସେଥିପାଇଁ ଈଶ୍ୱରଙ୍କ ନିକଟରେ ଆମେ ସମସ୍ତେ ଋଣୀ । ନୁହଁନ୍ତି କି? ଯାହା କିଛି ପାଇଲେ ବା ହରାଇଲେ ସେ ସବୁର…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 33rd Edition

✍ ତୟୋତ୍ରିଂଶ ସମ୍ପାଦକୀୟ

ଖୁସି… କେବେ କଅଁଳ ଶିଶୁର ଦରୋଟି ହସ ତ କେବେ ମା’ର ମିଠା ଗାଳି; କେବେ ମେଘ ବାଦଲର ଉହାଡ଼ରେ ପାହାଡ଼ର ଲୁଚକାଳି ଖେଳ ତ କେବେ କାକର ବୋଲା ଶୀତ ସକାଳର ଶୋରିଷ ଫୁଲର ଚଗଲାମୀ । ଖୁସି କେବେ ପ୍ରିୟା ଆଖିରେ ଦୁଷ୍ଟାମୀର ଇଶାରା ତ ପୁଣି କେବେ ଅପ୍ରତ୍ୟାଶିତ ସଫଳତା… ଖୁସିର ପରିସୀମା ନାହିଁ, ସେ ବ୍ୟାପ୍ତ; ଆକାଶ ପରି, ପୃଥିବୀ ପରି… ପ୍ରସଙ୍ଗଟିଏ ମନେପଡ଼େ; କିଛି ବର୍ଷ ତଳେ ପଡ଼ିଶା ଘରର…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 32nd Edition

✍ ଦ୍ୱାତ୍ରିଂଶ ସମ୍ପାଦକୀୟ

ବିଜୟା ଦଶମୀରେ ଦଶାନନ ରାବଣ ଉପରେ ବିଜୟ ପ୍ରାପ୍ତି ପରେ ପୁରୁଷୋତ୍ତମ ଶ୍ରୀ ରାମଚନ୍ଦ୍ର, ମାତା ଜାନକୀ ତଥା ଭାଇ ଲକ୍ଷ୍ମଣଙ୍କ ସହ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନର ଦିନ ହେଉଚି ଏହି ଦୀପାବଳି । ଚଉଦ ବର୍ଷର ବନବାସ ପରେ ପ୍ରତ୍ୟାବର୍ତ୍ତନର ଉତ୍ସବ ତ ହେବାର ହିଁ ଥିଲା ! ଅଯୋଧ୍ୟାର ପ୍ରତ୍ୟେକ ଘର ଦୀପାଲୋକରେ ଏପରି ଉଦ୍ଭାସିତ ହେଉଥିଲା ଯେ, ଅମାବାସ୍ୟାର ଅନ୍ଧକାର ମଧ୍ୟ ନିଜର ଅସ୍ତିତ୍ୱ ଖୋଜୁଥିଲା । ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ…

ଅଧିକ ପଢ଼ନ୍ତୁ