Odia Movie Daman Review

କଥାଚିତ୍ର ସମୀକ୍ଷା: ଦମନ

ପୂର୍ବକଥା: ଓଡ଼ିଆ ଫିଲ୍ମଟିଏ ଆସୁଛି ଦମନ । ନାନାଦି କାରଣରୁ ଚର୍ଚ୍ଚା ସାଉଣ୍ଟିଥିଲା ଫିଲ୍ମଟି ରିଲିଜ୍‌ର ବହୁ ପୂର୍ବରୁ । ରିଲିଜ୍ ତାରିଖ ଘୁଞ୍ଚିବା, ହଲ୍ ନମିଳିବା, ଅଭିନେତାଙ୍କ ପାରିବାରିକ ବିବାଦ, ଭାରରେ ରୋଗୀ ବୋହିଥିବା ଡାକ୍ତରଙ୍କ ବାୟୋପିକ ଗୁଜବ… ଏମିତି କେତେ କ’ଣ । ଡାକ୍ତର ବାବୁଙ୍କ ଭାରବୁହା ଘଟଣାଟି ସେତେବେଳେ ବହୁଚର୍ଚ୍ଚିତ ଓ ବହୁପ୍ରଶଂସିତ ଥିଲା । ଘଟଣା ଚର୍ଚ୍ଚିତ ହେଲେ ୟୁ-ଟ୍ୟୁବରେ ଆଲବମ ଓ ସିନେମା ଘରେ ଫିଲ୍ମ ତିଆରି ହେବାର ‘ଶସ୍ତା’…

ଅଧିକ ପଢ଼ନ୍ତୁ