ଶ୍ରୀବତ୍ସ ଦାଶ

ଶ୍ରୀବତ୍ସ ଦାଶ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Konark (କୋଣାର୍କ) by Sribatsa Dash

କୋଣାର୍କ

ଅର୍କ କ୍ଷେତ୍ର ନାମେ ପ୍ରସିଦ୍ଧ ଅଟଇ କୋଣାର୍କ ତାହାର ନାମ ଓଡ଼ିଶାର ଚାରି କ୍ଷେତ୍ର ମଧ୍ୟରୁ ଏହା ଏକ ଅନ୍ୟତମ ॥ ସୂର୍ଯ୍ୟ ମନ୍ଦିର ନାମରେ ନାମିତ ଅପୂର୍ବ ଏହାର କୀର୍ତ୍ତି ପ୍ରସ୍ତର, ଚୂନରେ ନିର୍ମିତ ଯେ ଏହା କଥା କହୁଥିବା ମୂର୍ତ୍ତି ॥ ସପ୍ତାଶ୍ଚର୍ଯ୍ୟ ମଧ୍ୟେ ଅନ୍ୟତମ ଅଟେ ସୂକ୍ଷ୍ମ ତା’ର କାରୁକାର୍ଯ୍ୟ ଓଡ଼ିଶାର ଜାତି ଆଜିବି ଗର୍ବିତ ଉଡ଼ାଇ ତାହାର ଧ୍ୱଜ ॥ ଉତ୍କଳର ରାଜା ନରସିଂହ ଦେବ କରିଥିଲେ ଯେ ସ୍ଥାପିତ ସୌନ୍ଦର୍ଯ୍ୟ…

ଅଧିକ ପଢ଼ନ୍ତୁ