ବାଘମାମୁଁର ଏନଗେଜମେଣ୍ଟ
ଥରେ ବଜାରକୁ ବୁଲି ଯାଇଥିଲି ଦେଖିଲି ଗୋଟିଏ ବାଘ, ବିଲୁଆ ସହିତ ବୁଲି ଆସିଥିଲା ଖାଉଥିଲା ବସି ଶାଗ ! ନିଶକୁ ସଳଖି ଦାନ୍ତକୁ ରକଟି ମାରୁଥିଲା ବଡ଼ ହାଇ, ସାମନାରେ ଦେଖି ବୁଦ୍ଧି ହଜିଗଲା କ’ଣ କରିବି ଭାଇ ! ନଖଟା ତାହାର ପନିକି ଭଳିଆ ଦାନ୍ତଟା ପୁରା ମୁନିଆଁ, ମଝିରେ ମଝିରେ ଉପରକୁ ଚାହିଁ କରୁଥିଲା ବଡ଼ ଆଁ । ବିଲୁଆ ନନା ତ ବହୁତ ଚତୁର ଜଗି ବସିଥିଲା ପାଖରେ, କଣେଇ କଣେଇ…