ଅନାମିକା ଅବୁଝା ପ୍ରେମିକା ସେ ମୋର…
ଧରାପୃଷ୍ଠରେ ଯେତେବେଳେ ଶିଶୁଟିର କୁଆଁ କୁଆଁ ଶବ୍ଦ ତା’ର ଜନ୍ମଦାତ୍ରି ଓ ତା’ର ପରିବାରର କାନରେ ପଡ଼ିଥାଏ, ସମସ୍ତେ ଖୁସିରେ ବିଭୋର ହେଇଯା’ନ୍ତି । ପାରିବାର ମଧ୍ୟରେ ଖେଳି ଯାଇଥାଏ ଖୁସିର ଏକ ଅପୂର୍ବ ଉତ୍ତାଳ ତରଙ୍ଗ । ଠିକ୍ ସେହିପରି ମୋ ଜୀବନର ରଙ୍ଗମଞ୍ଚ ଏହି ଢଙ୍ଗରେ ସାଜିତ । ଦୁଇ ହାଜର ଚାରି ମସିହା ଜୁଲାଇ ମାସରେ ମୋର ଜନ୍ମ । ମୋ ମାଆ କହୁଥିଲା ମୁଁ ଜନ୍ମ ହେବା ପରେ କୁଆଡ଼େ ସେ…