ସ୍ନେହାଶିଷ ରାଉତ

Bichalita-Saishaba

ବିଚଳିତ ଶୈଶବ

॥୧॥ “ଝିଅ ! ଖାଇସାରିଲୁଣି? ନା ସେମିତି ବସିଛୁ?” ଆର ରୁମ୍‌ରୁ ମାମାର ପାଟି ଶୁଣି ଟିଭି ଦେଖାରେ ମଜ୍ଜି ଯାଇଥିବା ଝିଅର ଧ୍ୟାନ ଭାଙ୍ଗିଗଲା । ଆରେ ସତେ ତ! ଖାଇବା ଏ ଯାଏ ଆରମ୍ଭ ହେଇନି । ବସ ଆସିବା ସମୟ ହେଇଗଲାଣି । ବ୍ୟାଗ ସଜଡ଼ା ହେଇନି, ଡ୍ରେସ୍ ସେମିତି ଆଇରନ୍ ଦେଇ ଥୁଆଯାଇଛି, ଜୋତା ବ୍ରସ୍ ହେଇନି, ମୋଜା ଦୁଇଟା ବି କୁଆଡ଼େ ଦିଶୁନି । ଏ ଡୋରେମନ୍‌ଟା ମହା ବଦମାସ…

ଅଧିକ ପଢ଼ନ୍ତୁ