ଶିବସୁନ୍ଦର ରାଉତ

ଶିବସୁନ୍ଦର ରାଉତ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Se Kana Bujhe - ସେ କ'ଣ ବୁଝେ

ସେ କ’ଣ ବୁଝେ

ସେ କ’ଣ ବୁଝେ ଯେ ସେ ଚାଲିଗଲା ବୋଲି ତା’ଶିକୁଳିରେ ବନ୍ଧା ମୋ ଇଚ୍ଛାପତ୍ର ମାନେ ସେଇଠି ହିଁ ବନ୍ଧା, ଯେଉଁଠି ସେ କହିଥିଲା ଟିକେରୁହ ମୁଁ ଏଇ ଆସୁଛି । ସେ କ’ଣ ବୁଝେ ଯେ ସେ ଚାଲିଗଲା ବୋଲି ମୋ ଭିତରେ ଆଜି ଫୁତ୍କାରିତ ଗୋଟେ ବିରହବନ୍ୟା । ମୋ ଆଖି ହଳକ ଆଉ କି ଦେଖିପାରୁଛନ୍ତି ଘନ ଅନ୍ଧାରରେ ପୂର୍ଣ୍ଣିମାର ଜହ୍ନକୁ, ନା କାନ ଯୋଡ଼ା ଶୁଣିପାରୁଛନ୍ତି ବସନ୍ତର ଝାଞ୍ଜି ପବନରେ କୋଇଲିର…

ଅଧିକ ପଢ଼ନ୍ତୁ