ଶାନ୍ତନୁ ବିଶୋଇ

ଶାନ୍ତନୁ ବିଶୋଇ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Belana Badiru (ବେଲେଣା ବାଡ଼ିରୁ...) by Santanu Bisoi

ବେଲେଣା ବାଡ଼ିରୁ…

ଓଢ଼ଣା ତଳରୁ ମୁହଁ କାଢ଼ି ଯେବେ ବେଲେଣା ବାଡ଼ି ତୁ ଧରିବୁ ନିଜ ସ୍ୱାଧୀନତା ନିଜ ହାତେ ନେବୁ ଅଧିକାର ଫେରି ପାଇବୁ ॥ ଲାଜେଇ ରହିଲେ ସକେଇ କାନ୍ଦିଲେ ଦୁନିଆ ଗଞ୍ଜଣା ଖାଇବୁ ପୁରୁଷ ପ୍ରାଧାନ୍ୟ ସମାଜରେ ତୁ ଲୋ ଅବହେଳିତ ଯେ ହୋଇବୁ ॥ ଘରୁ ବାହାରିଲେ ଦଶଟା ପୁରୁଷ ଡାହାଣା ଆଖିରେ ଚାହିଁବେ ବିଟପୁରୁଷର ଲଗା ପଘା ନାହିଁ ଝୁଣି ଝୁଣି ତତେ ଖାଇବେ ॥ ପୋଲିସ ସହାୟ ମିଳିବନି କେବେ ରାଜନୀତି…

ଅଧିକ ପଢ଼ନ୍ତୁ