ପରାଶର ନାୟକ

ପରାଶର ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ ଭ୍ରମଣ କାହାଣୀ ଆଦି ରଚନା କରିଥାନ୍ତି ।

pakhala-diabasa-jojana

ପଖାଳ ଦିବସ ଯୋଜନା

ଗ ବାବୁ ଭାରି ଚିନ୍ତିତ, ଏଣେ ପଖାଳ ଦିବସ ପାଖେଇ ଆଇଲାଣି । ଯଦି ସିକ୍ରେଟ ମିଶନଟି ବାହାରକୁ ପ୍ରଘଟ ହେଇଯାଏ ତେବେ ଗଲା ଜାଣ, ଏହାର ଜିଆଇ ଟାଗ ବି ହାତରୁ ଚାଲିଯିବ । ପଡ଼ୋଶୀ ରାଇଜ ବାଲାଏ ଏଡ଼େବଡ଼ ନଦୀରେ ପୁଞ୍ଜାଏ ବନ୍ଧ ବାନ୍ଧି ଦେଲେ, ଆମେ ଟେର୍ ବି ପାଇଲୁନି ହେଲେ ଆମ ରସଗୋଲା ଜିଆଇ ଟିଆଗ ପାଇଁ ତୟାର ହଉ ହଉ ତେଣେ ଦିଦି ଖେଳ କରିଦେଲେ । ମୁମ କହିଛନ୍ତି…

ଅଧିକ ପଢ଼ନ୍ତୁ
lepakshi-temple

ବାଙ୍ଗାଳୁରୁ ସପ୍ତାହନ୍ତ ଭ୍ରମଣ: ଲେପାକ୍ଷୀ ମନ୍ଦିର

ବମ୍ବେରୁ ବାଙ୍ଗାଳୁରୁ ବଦଳି ପରେ କିଛି ସମୟ ଲାଗିଗଲା ସବୁକିଛି ବ୍ୟବସ୍ଥିତ ହେବାପାଇଁ । ବହୁବର୍ଷ ତଳେ ବାଙ୍ଗାଳୁରୁ ଆସିଥିଲି କୌଣସି ଏକ ଟ୍ରେନିଂ ପାଇଁ । ସେତେବେଳର ବେଙ୍ଗାଳୁରୁ ଏହା ଭିତରେ ବହୁତ ବଦଳି ଗଲାଣି । ସକାଳୁ ସକାଳୁ ପାଖ ମନ୍ଦିରରୁ ଶୁଭଲକ୍ଷ୍ମୀଙ୍କ ବିଷ୍ଣୁ ସହସ୍ରନାମ, ରାସ୍ତା କଡ଼ର ଫୁଲ ବିପ୍ପଣୀ କିମ୍ବା ଦକ୍ଷିଣ ଭାରତୀୟ କଫିର ମହାକକୁ ମୁଁ ମନେ ମନେ ଖୋଜୁଥାଏ । ଗଲା ଡିସେମ୍ବର ୨୪ ତାରିଖ ରବିବାର ତଥା…

ଅଧିକ ପଢ଼ନ୍ତୁ