ନିହାର କୁମାର ଦଳାଇ

ନିହାର କୁମାର ଦଳାଇ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Amruta Phala - Eka Anubhuti (ଅମୃତ ଫଳ - ଏକ ଅନୁଭୂତି) by Nihar Kumar Dalai

ଅମୃତ ଫଳ – ଏକ ଅନୁଭୂତି

‘ଅମୃତଫଳ’ ବହିଟି ପଢ଼ିବା ସରୁ ସରୁ ମନ ଭିତରେ ନୀରବତା ଖେଳି ଯାଇଥିଲା, ସତେ ଯେମିତି ଏକ ଅଜଣା ଆସ୍ତରଣରେ ଢାଙ୍କି ହେଇଗଲା ମାନସପଟ । ଭାରି ଜଟିଳ, ଏଇ ଉପନ୍ୟାସର ବିଷୟବସ୍ତୁ । ଭାରି ଜଟିଳ, ଉପନ୍ୟାସରେ ଲେଖାଥିବା ଶବ୍ଦ-ବାକ୍ୟ-ପରିଚ୍ଛେଦର ଅନ୍ତର୍ନିହିତ ଅର୍ଥ । ତେଣୁ ଏକୁ ମାତ୍ର ଥରେ ପଢ଼ି ଏ ବିଷୟରେ କିଛି ଲେଖିବାର ଦୁଃସାହସ କ୍ଷମଣୀୟ ନହେଇପାରେ । ଏତେ ସବୁ ଜଟିଳତା ଭିତରେ, ଦୁଇ ହଜାର ବର୍ଷ ତଳର ଉଜ୍ଜୟିନୀର…

ଅଧିକ ପଢ଼ନ୍ତୁ