ଜ୍ୟୋତିରଞ୍ଜନ ସାହୁ

ଜ୍ୟୋତିରଞ୍ଜନ ସାହୁ ପେଶାରେ ଜଣେ ସରକାରୀ ଚାକିରୀଆ, କିନ୍ତୁ ନିଶା ତାଙ୍କର ଗପ ଲେଖିବା । ସେ ବିଭିନ୍ନ ପ୍ରକାରର ଗଳ୍ପ ରଚନା କରନ୍ତି । ତାଙ୍କ ରଚିତ କେତେଗୁଡ଼ିଏ ଗଳ୍ପ ସଂକଳନ ପୂର୍ବରୁ ଲୋକାର୍ପିତ ହୋଇସାରିଛି ।

Surabhi

ସୁରଭି: (…. କିଛି ସମ୍ପର୍କର)

“ଶୁଣୁଛ ସୁରଭି ! ସେ ଦିନ ତୁମ କଥା ନ ମାନି ସେ ବାଇଆଚଢ଼େଇର ବସାଟିକୁ ଭାଙ୍ଗି ଦେଲି ବୋଲି ବୋଧହୁଏ ଆଜି ଆମ ବସାଟିକୁ ସମୟର ସୁଅଟା ଭାଙ୍ଗି ଦେଲା । ଆଉ ସେଇ ରାଗରେ ତୁମେ ବି ମୋତେ…।” ଏତିକି ବେଳେ ଶୀତଳ ପବନର ଏକ କୋମଳ ସ୍ରୋତଟା ନିରୁ ଜେଜେଙ୍କ ଶରୀରକୁ ସ୍ପର୍ଶ କରି ଚାଲିଗଲା । ମୃଦୁ ହସଟିଏ ହସିଦେଇ ନିରୁ ଜେଜେ କହିଲେ “ତୁମେ ମୋ କଥା ଶୁଣୁଛ ନା…

ଅଧିକ ପଢ଼ନ୍ତୁ