ଦିଶା ନାୟକ

ଦିଶା ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Jibana (ଜୀବନ) by Disha Nayak

ଜୀବନ

ଏ ଜୀବନ ଏକ ମିଠା ଇତିହାସ ଅଧାଲେଖା ଗପ ବହି । ଏ ଜୀବନ କେବେ ଆଖି ଦୁଇ ଧାରୁ ବହୁଥିବା ଏକ ନଦୀ ଏ ଜୀବନ ଶୁଖିଲା ପତ୍ର ପରି ଅଦିନିଆ ବାଆରେ ପଡ଼ିଥାଏ ଝଡ଼ି… ଏ ଜୀବନ ଏକ ଦୀପ ଶିଖାଟିଏ ପରି ସ୍ନିଗ୍ଧ ସମୀର ଦିଏ ତାକୁ ଲିଭାଇ… – ଦିଶା ନାୟକ ଦିଶା ନାୟକଦିଶା ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି ।…

ଅଧିକ ପଢ଼ନ୍ତୁ