ବାବା
ଗଲା କାଲି ମୋର ଜଣେ ବନ୍ଧୁ ସନ୍ଧ୍ୟାରେ ଫୋନ୍ କରି ପଚାରିଲେ, “ଆଚ୍ଛା ତୋର କେହି ଶିଷ୍ୟ ନାହାନ୍ତି?” ମୁଁ କହିଲି, “କାହିଁକି ପଚାରୁଛୁ? ମୁଁ ନିଜେ ତ କୌଣସି ଦୀକ୍ଷା ନେଇନାହିଁ ତେବେ ଦୀକ୍ଷା ଦେବି କିପରି? ଆଉ ଦୀକ୍ଷା ଦେବା କିମ୍ୱା ଗୁରୁ ହେବାର ମୋର କୈାଣସି ସଉକ ମଧ୍ୟ ନାହିଁ ।” ସେ ବିଚରା ନିରାଶ ହେଲା । ମୁଁ ତାକୁ ନିମ୍ନୋକ୍ତ ସତ୍ୟ ଘଟଣାଟିଏ ଶୁଣାଇଲି ଆଉ କିଛି ସାମାଜିକ ପ୍ରଶ୍ନ…