ବିଶ୍ୱରଂଜନ ତ୍ରିପାଠୀ

ବିଶ୍ୱରଂଜନ ତ୍ରିପାଠୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Bhaktanku Mana (ଭକ୍ତକୁ ମନା) by Biswa Ranjan Tripathy

ଭକ୍ତକୁ ମନା

ଭକତକୁ ଆଜି ଶିରିକ୍ଷେତ୍ର ମନା ମନା ପୁଣି ତୋର ବଡ଼ ଦାଣ୍ଡେ କ’ଣ ତୁହି କଲୁ, କି ମାୟା ରଚିଲୁ, ଭକ୍ତ କାନ୍ଦୁଥାନ୍ତି, ହାତ ରଖିଦେଇ ମୁଣ୍ଡେ ॥ ଗରୁଡ଼ ଆଗରେ ବେନି ଭୁଜ ଟେକି ସପନ ହୋଇଲା ତୋ’ର ଦର୍ଶନ କ’ଣ ତୁହି କଲୁ, କି ମାୟା ରଚିଲୁ ଦେଖିବାକୁ ଥରେ ବିକଳ ହୁଏ ଏ ମନ ॥ ଆନନ୍ଦ ବଜାରେ ଆନନ୍ଦ ସାଉଁଟା ଆଜି ତ ସଭିଙ୍କୁ ହୋଇଛି ମନା ହେ ପ୍ରଭୁ ତୁମ…

ଅଧିକ ପଢ଼ନ୍ତୁ