ବନଜା ବିଶ୍ୱାଳ

ବନଜା ବିଶ୍ୱାଳ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Story Mo Piladina (ମୋ ପିଲାଦିନ) by Banaja Biswal

ମୋ ପିଲାଦିନ

ସୁଦୂର ଆମେରିକାର ସିଆଟିଲ ସହର ଆଉ ତା’ର ଆଲକି ବେଳାଭୂମିରେ ଏକ ଗ୍ରୀଷ୍ମ ସନ୍ଧ୍ୟା । ଗାଡ଼ିଟି ପାର୍କ କଲା ପରେ ସ୍ୱାମୀ ଓ ଝିଅ ଚାଲିଗଲେ ସାଇକେଲ ଧରି ଆଉ ମୁଁ ଖୋଜି ବସିପଡ଼ିଲି ଏକ ନିରୋଳା ଜାଗାରେ ପଡ଼ିଥିବା ବେଞ୍ଚ ଉପରେ । ଦୂରରୁ ଅତି ସୁନ୍ଦର ଦିଶୁଥାଏ ସ୍ପେସ ନୀଡଲ । ଅସ୍ତ ସୂର୍ଯ୍ୟର ରକ୍ତିମ କିରଣରେ ନଭଚୁମ୍ବି ଅଟ୍ଟାଳିକାମାନ ଝଲସି ଉଠୁଥା’ନ୍ତି । ସୁଲୁସୁଲିଆ ଶୀତଳ ପବନ ସମ୍ପୂର୍ଣ୍ଣ ପରିବେଶରେ ମାଦକତା…

ଅଧିକ ପଢ଼ନ୍ତୁ