ଅଭିଜିତ୍ ସାହୁ

ଅଭିଜିତ୍ ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Story Bala Budha (ବାଲା ବୁଢ଼ା) by Avijit Sahu

ବାଲା ବୁଢ଼ା

ମଇ ମାସ ୭ ତାରିଖ ଭୋର ସମୟ, ପୋଲିସ ଗାଡ଼ି ଆଜି ମାଧପୁର ଗାଁ କୁଣ୍ଡ ପୋଖରୀ କୂଳରେ ଥିବା ଅଣଓସାରିଆ ରାସ୍ତା ଦେଇ ଗାଁ ମଝିରେ ଥିବା ରାଜଉଆସ ଆଗରେ । ରାଜଉଆସ ଅସଲରେ କେଉଁ ରାଜାଙ୍କର ବାସଭବନ ନୁହେଁ, ଗାଁ’ର ବୋଧହୁଏ ସବୁଠୁ ଧନୀ ଲୋକର ଘର, ଧଳା ଫରଫର ଘରଟି । ସେ ଘର ଆଗ ଦେଇ ଯିଏ ଯାଏ, ମନରେ ଥରେ ଏହି ଭାବନା ତ ନିଶ୍ଚିନ୍ତ ଆସେ, “ଏମିତି ମୋର…

ଅଧିକ ପଢ଼ନ୍ତୁ
Odia Poem Mane Pade Aji Sedina Katha (ମନେ ପଡ଼େ ଆଜି ସେଦିନ କଥା) by Avijit Sahu

ମନେ ପଡ଼େ ଆଜି ସେଦିନ କଥା

ନା କାଉର କର୍କଶ ରାବ ନା କୁମ୍ଭାଟୁଆ ବଣି, କୋଇଲିର କୁହୁକୁହୁ ସ୍ୱର, ଆଉ ତ ଶୁଭୁନି । ଶୁଭୁ ନାହିଁ ଆଉ ଗୋରୁ ଗୋଠ ହମା ରଡ଼ି, ନାହିଁ ଯେ ବସନ୍ତ, ନା ଅଛି ଶୀତର କୁହୁଡ଼ି । ନା ବସନ୍ତର ଆମ୍ୱ ବଉଳ ନା ଗ୍ରୀଷ୍ମର ଆମ୍ୱତୋଟା, ନାହିଁ ଯେ ଚାଳ ଛପର ସବୁଆଡ଼େ ଖାଲି ବଡ଼ କୋଠା । ଖାଇଲାଣି ନଦୀ ଆଉ ନାହିଁ ଯେ ପୋଖରୀ ମିଳୁନି ଆଉ ତାଳ ସଜ,…

ଅଧିକ ପଢ଼ନ୍ତୁ