ଶିଶୁପାଳଗଡ଼- ଏକ ବିଲୁପ୍ତ ସହର
ଶିଶୁପାଳଗଡ଼, ଏହି ପ୍ରାଚୀନ ସହରର ଭଗ୍ନାବଶେଷ ଆବିଷ୍କୃତ ବର୍ତ୍ତମାନ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ । ଆଉ ମୁଁ ନିଜକୁ ଗୌରବାନ୍ୱିତ ମନେକରେ କି ମୁଁ ଏହି ସହରରେ ବାସକରେ । ବିଶ୍ୱର ଅନ୍ୟତମ ସଂରକ୍ଷିତ ଏହି ସହରରେ ମୁଁ ପାଏ ଅନେକ କିଛି ଯାହା ମୋ ରାଜ୍ୟର ଗୌରବ ଗାଥାକୁ ପରିସ୍ପୁଟ କରୁଛି ଅନେକାଂଶରେ । ଏହି ପ୍ରାଚୀନତ୍ତମ ସହରର ଖୋଦନ କାର୍ଯ୍ୟ ସମ୍ପାଦିତ ହୁଏ ବିଭିନ୍ନ ପର୍ଯ୍ୟାୟରେ । ୧୯୪୮ ମସିହାରେ ଏହାର ସର୍ବପ୍ରଥମ…