ଅମୀୟ ରଞ୍ଜନ ବେଉରା

ଅମୀୟ ରଞ୍ଜନ ବେଉରା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia poem Nila Sadhi (ନୀଳ ଶାଢ଼ୀ) by Amiya Ranjan Beura

ନୀଳ ଶାଢ଼ୀ

ଶ୍ଵେତ ବରଫ ଚାଦର ଉପରେ ଅନସାରୀ ସହ ବସି କଫିର ମଜା ନେଉଥିଲୁ ଦୁଇ କମ୍ପାନୀ ବନ୍ଧୁ । ସାଥିରେ ଟ୍ରେନିଙ୍ଗ ଆଉ ବହୁ ଦିନ ପରେ ଏବେ ଦୁଇ ଜଣ ସାଥୀରେ ପୋଷ୍ଟିଂ । ୯ ବର୍ଷର ଅନୁଭୂତି ଆଦାନ ପ୍ରଦାନ ଚାଲୁଥିବା ବେଳେ କଫି ମଗ୍ କେତେବେଳେ ଥଣ୍ଡା ପାଣି ହୋଇଗଲାଣି ଜଣା ପଡ଼ିନଥିଲା । ନ ମାସ ହେଲା ଇଣ୍ଟରନେଟ୍ ନାହିଁ ଆଉ ଟେଲିଫୋନ ବୁଥର ଲମ୍ବା ଲାଇନରେ ଛିଡ଼ା ହୋଇ ଘରସହ…

ଅଧିକ ପଢ଼ନ୍ତୁ
odisha-kete-dura

ଓଡ଼ିଶା କେତେ ଦୂର?

ଆଜି ମୁଁ ଯଥାର୍ଥରେ ନିସ୍ଵ, ଯଥାର୍ଥରେ ସର୍ବହରା । ସବୁ କିଛି ଚାଲିଯାଇଛି କ୍ରୁର ନଈ ବଢ଼ିର ପ୍ରଖର ସୁଅ ଭଳି କିନ୍ତୁ ଗୋଟେ ଭଙ୍ଗା ବୃକ୍ଷ ସାହାରା ନେଇ ଜୀବନ ବଞ୍ଚିଗଲା ପରି ଏବେ କ୍ଷୁଧାର ତାଡ଼ନା ଯାଇନାହିଁ । ସବୁଥିରେ ଭିକାରୀ ସାଜିଥିବା ମଣିଷର ଆଜି ଗୋଟିଏ ସମ୍ବଳ, ତାହା ହେଉଛି ଏ ପେଟର ଭୋକ । ଏଇ ପେଟ ଚାଖଣ୍ଡକ ପାଇଁ ମଣିଷ ଚାଲି ଆସିଥିଲା ନିଜ ମାଆ, ମାତୃଭୂମି, ସମ୍ପର୍କକୁ ଛାଡ଼ି…

ଅଧିକ ପଢ଼ନ୍ତୁ