Mata Pitankara Bhumika (ମାତା ପିତାଙ୍କର ଭୂମିକା) by Debabrat Das

ମାତା ପିତାଙ୍କର ଭୂମିକା

ଦୁଇଟି ପବିତ୍ର ଆତ୍ମାର ବନ୍ଧନକୁ ବିବାହ କୁହାଯାଏ । ବଂଶ ପରମ୍ପରାକୁ କ୍ରିୟାଶୀଳ ରହିବା ପାଇଁ ବିବାହ ହେଲେ ଏକ ଅତ୍ୟନ୍ତ ପବିତ୍ର ସଂସ୍କାର । ଏହା ଏକ ଏପରି ପରମ୍ପରା ଯାହା ଅସୀମ କାଳ ପର୍ଯ୍ୟନ୍ତ ସମାଜରେ ପ୍ରତିଷ୍ଠିତ ହୋଇଥାଏ । ଯେକୌଣସି ସମୟରେ ବା ଯୁଗରେ ସମାଜକୁ ସୁସ୍ଥ ରଖିବା ହେଲା ଲୋକମାନଙ୍କର କାର୍ଯ୍ୟ । ସମାଜରେ ସନ୍ନ୍ୟାସୀମାନେ ମଧ୍ୟ ସାଂସାରିକମାନଙ୍କ ଠାରୁ ଜନ୍ମ ନିଅନ୍ତି । ବୈବାହିକ ଜୀବନ ଆଧ୍ୟାତ୍ମିକ ଏବଂ ସାମାଜିକ ସ୍ତରକୁ ଉତ୍ତମ ରୂପେ ବୁଝିବା ଆବଶ୍ୟକ ।…

ଅଧିକ ପଢ଼ନ୍ତୁ
Sidheswara nka Sarala Mahabharata (ସିଦ୍ଧେଶ୍ୱରଙ୍କ ସାରଳା ମହାଭାରତ) by Debabrat Das

ସିଦ୍ଧେଶ୍ୱରଙ୍କ ସାରଳା ମହାଭାରତ

ଜନଶ୍ରୁତି, ଲୋକକଥା, କିମ୍ୱଦନ୍ତୀ ବା ପ୍ରଥା ପରମ୍ପରା ମଧ୍ୟରେ ଏକ ସମୃଦ୍ଧ ଐତିହ୍ୟ ରହିଯାଇଥିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ ଯଦିଓ ସମୟୋପଯୋଗୀ ପ୍ରମାଣ ଭିତ୍ତିରେ ବିତର୍କିତ ହୋଇ ନଥାଏ । ତଥାପି ଏହି ସବୁ ଉପାଦାନକୁ ଯୁକ୍ତି ସଙ୍ଗତ ସଂଯୋଗ କରାଯାଇପାରିଲେ କେତେକ ଅସମାହିତ ପ୍ରଶ୍ନ ତା’ର ଉତ୍ତର ରଖିପାରନ୍ତା । ଏକଦା ଚନ୍ଦ୍ରଭାଗା ଓ ବୃଦ୍ଧା ମାତଙ୍ଗୀ ନଦୀମାନଙ୍କ କୋଳରେ ଗଢ଼ିଉଠିଥିଲା ଜନପଦ ଝଙ୍କଡ଼ । ଝଙ୍କଡ଼େଶ୍ୱର, ଝଙ୍କଡ଼େଶ୍ୱରୀ (ଶ୍ରୀ ଚଣ୍ଡୀ ସାରଳା) ଓ ମହାକବି ସାରଳା ଦାସ…

ଅଧିକ ପଢ଼ନ୍ତୁ
144 years of Shree Tatwa Sanskruti

୧୪୪ ବର୍ଷ ଓରଫ ଶ୍ରୀ-ତତ୍ତ୍ୱ ସଂସ୍କୃତି

ମହାପ୍ରଭୁଙ୍କ ରହସ୍ୟମୟ ପାତାଳି ସମୟ ଓଡ଼ିଶା ଇତିହାସର ଏକ ମହତ୍ତ୍ୱପୂର୍ଣ୍ଣ ସନ୍ଧିକ୍ଷଣ ଅଟେ । ଉତ୍କଳ ଇତିହାସରେ ଘଟିଥିବା ଏହି ଘଟଣା-ଗ୍ରନ୍ଥି ଖୋଲିବା ନିମନ୍ତେ ଉଲ୍ଲେଖିତ ୧୪୪ ବର୍ଷର ସମୟ ନିରୂପଣ କଲା ବେଳେ ତତ୍କାଳୀନ ସାମାଜିକ, ଆଧ୍ୟାତ୍ମିକ ଓ ରାଜନୈତିକ ପରିବେଶର ବ୍ୟାଖ୍ୟା ଅତି ଆବଶ୍ୟକ ଅଟେ । ମାଦଳାପାଞ୍ଜି ଲେଖିଲେ – ଶ୍ରୀ ଚନ୍ଦ୍ରକରଦେବ ଭୋଗ କଲେ ବ୧୩ରସ । ଏ ଉତ୍ତାରୁ ହତପାଟ ହୋଇ ମୁଗଲେ ଭୋଗକଲେ ବ ୩୫ । ଗାଏ ପରମେଶ୍ୱର ପାତାଳି ହୋଇ ରହିଲେ…

ଅଧିକ ପଢ଼ନ୍ତୁ
Bapa (ବାପା) by Manas Ranjan Patra

ବାପା

କୋଟି ଓଡ଼ିଆର ମଉଡ଼ମଣି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ମୁଣ୍ଡିଆଟେ ମାରି ଲେଖା ଆରମ୍ଭ କରୁଛି । ବାପା ଶବ୍ଦଟି ହେଉଛି ଦୁଇ ଅକ୍ଷର କିନ୍ତୁ ମାଆ ଶବ୍ଦ ପରି ଶ୍ରୁତିମଧୁର ଅଟେ । ବାପା ଶବ୍ଦଟିକୁ ପାଟିରେ ଧରିବା ମାତ୍ରେ ଆମ ଶରୀରରେ ଏକ ପ୍ରକାରର ଶିହରଣ ସୃଷ୍ଟି ହୋଇଥାଏ । ପିଲାର ପ୍ରଥମ ମୁଖ ନିଃସୃତ ବାଣୀ ହେଉଛି ମା’ କିନ୍ତୁ ପରେ ପରେ ବାପା ବୋଲି ଉଚ୍ଚାରଣ କରିଥାଏ । ପିଲାଟି ଜନ୍ମ ହେବା ପରେ ଏଡ଼ିକିଟାରୁ ଏଡ଼େ ହେଲାଯାଏଁ…

ଅଧିକ ପଢ଼ନ୍ତୁ
Samayaku Ki aba Bharasa (ସମୟକୁ କି ଅବା ଭରସା) by Gyana Ranjan Panda

ସମୟକୁ କି ଅବା ଭରସା

ଛାତ ଉପରେ ବସି ରାତିର ଅନ୍ଧାରରେ ଆକାଶର ବିଶାଳତାକୁ ପରଖୁଥିଲି । ଆକାଶରେ ଝଲସୁଥିବା ଟିକି ଟିକି ତାରାମାନେ ଅତି ଛୋଟ ଛୋଟ ଦିଶୁଥିଲେ ବି ସେମାନେ ବାସ୍ତବରେ ବହୁତ ବିଶାଳ । ଏହି ସୀମାହୀନ ଆକାଶରେ କେତେ ଯେ ବଡ଼ ବଡ଼ ଗ୍ରହ ଏବଂ ତାରା ପୁଞ୍ଜ ଅଛନ୍ତି ତାହା କେବଳ ସେହି ବିଶ୍ୱ ନିୟନ୍ତାଙ୍କୁ ଜଣା । ଏତେ ବଡ଼ ବିଶାଳ ବିଶ୍ୱ ତୁଳନାରେ ମୋର ଅବସ୍ଥିତି କେତେ ଯେ ନଗନ୍ୟ ତାହା ସହଜରେ ଅନୁମେୟ । ଏହି ଅନନ୍ତ…

ଅଧିକ ପଢ଼ନ୍ତୁ