ଚିକେନ୍ କସା
ସମୟ ଆଉ ପରିସ୍ଥିତିର ଷଡ଼ଯନ୍ତ୍ରରେ ପିଲାବେଳୁ ରାଉରକେଲାରେ ଅଷ୍ଟମ ଶ୍ରେଣୀଯାଏଁ ରହିବାକୁ ପଡ଼ିଲା । ଦୀର୍ଘ ପାଞ୍ଚ ବର୍ଷ ପରେ ମୁଁ ନିଜ ସହରକୁ ଫେରିଲି । ସେତେବେଳେ ମୋର ଏଠି କେହି ସାଙ୍ଗ ସାଥି ନଥାନ୍ତି । ମୁଁ ପ୍ରାୟ ସମୟ ଟିଭି ଆଉ ମୋବାଇଲରେ ବିତେଇ ଦିଏ । କିଛିଦିନ ଗଲା ପରେ ବାପା ମୋର ପାଖ ମହିଳା ଉଚ୍ଚ ବିଦ୍ୟାଳୟରେ ଆଡ଼୍ମିସନ କରିଦେଲେ । ଧୀରେ ଧୀରେ ସାଙ୍ଗ ସାଥି ବି ହେଲେ…