ପ୍ରତୀକ୍ଷା
ଆଖି ବୁଜିଦେଇ ତୁମରି କଥାକୁ ଭାବେ ଯେବେ ମୋ ମନରେ, କ୍ଷଣିକେବି ତୁମେ ଡେରି ନ କରି ଗୋ ଚାଲିଆସ ଭାବନାରେ ॥ ଲାଗୁଛି ତୁମରି ପ୍ରେମ ବନ୍ଧନରେ ବାନ୍ଧି ହୋଇ ଯାଇଅଛି, ପାରୁନି ତୁମଠୁ ଦୂରେ ଆଉ ରହି ପ୍ରତିମୁହୂର୍ତ୍ତେ ଖୋଜୁଛି ॥ ପ୍ରତୀକ୍ଷା କରିଛି ତୁମରି ପଥକୁ ଆସିବ ଯେ କେବେ କୁହ, ଚାହିଁ ଚାହିଁ କେତେ ଦିନ ବିତିଲାଣି ଆଉ କେତେ ଯେ ସମୟ ॥ ବାକି ଅଛି ଖାଲି ତୁମରି ସାଥିରେ…