କ୍ଷୀରବନ୍ଧୁ ବାଘ

ପୁଣ୍ୟମୟୀ

ପୁଣ୍ୟମୟୀ

ଛୁଅନା…ଛୁଅନା…. ପୁଣ୍ୟମୟୀ….! ତମ ସତୀତ୍ଵର ସଫେଦ ପରଦାରେ ଲାଗିଯିବ ଦାଗ , କହିବନି ଅଲାଜୁକ ମଣିଷ ଲଙ୍ଘିଗଲା ସୀମାହୀନ ଦିଗନ୍ତ । ମୁକ୍ତକେଶୀ…! ହୁଏତ ସହିଥିବ ଅପେକ୍ଷାର ମଧୁର ଯନ୍ତ୍ରଣା ଅତି ସନ୍ତର୍ପଣରେ , ମାତ୍ର ଏତିକିରେ ପୁଣ୍ୟତୋୟା…! ଉପେକ୍ଷା କଲ ତମେ ଅଜସ୍ର ଘୃଣା ଦେଇ । ଆନନ୍ଦମୟୀ…! ଯାଅନା…ଯାଅନା… ଅଦୃଶ୍ୟର ହା ହା କାର ଦୁନିଆଁକୁ ଲାଂଛିତ ଭାବି, ନିହାଳି ଦେବି ଗଭୀର ଅନୁରାଗ ତମ ଆସନ୍ନ ଅତୀତରେ ଅହେତୁକ ସରାଗ ଦେଇ ।…

ଅଧିକ ପଢ଼ନ୍ତୁ