ଜୁଲି ସାମନ୍ତରାୟ

ଜୁଲି ସାମନ୍ତରାୟ ଜଣେ ପ୍ରବାସୀ ଓଡ଼ିଆ ଭାବରେ ଅନେକ ଦିନ ଧରି ଓଡ଼ିଶା ବାହାରେ ରହୁଥିଲେ ମଧ୍ୟ ଓଡ଼ିଆ ଖାଦ୍ୟ ଓ ଓଡ଼ିଆ ସଂସ୍କୃତି ଉପରେ ସେ ଫେସ୍‌ବୁକ୍ ଓ ଇନ୍‌ଷ୍ଟ୍ରାଗ୍ରାମ୍ ଭଳି ସୋସିଆଲ୍ ସାଇଟ୍‌ରେ ବିଭିନ୍ନ ଫଟୋ ସହ ତଥ୍ୟ ଆଦି ସେୟାର କରନ୍ତି । ତା'ଛଡ଼ା ଓଡ଼ିଆ ରୋଷେଇ ଉପରେ ସେ ଅନେକ କିଛି ବ୍ଲଗ୍ ମଧ୍ୟ ଲେଖନ୍ତି ।

odisha-rosei-chaula-khiri

ଚାଉଳ କ୍ଷୀରି

ଓଡ଼ିଆ ସଂସ୍କୃତିରେ ବାର ମାସରେ ତେର ପର୍ବ ପାଳନ କରାଯାଏ । ଆଗକୁ ଆସୁଛି ଗଣେଶ ପୂଜା ଓ ନୂଆଖାଇ; ପର୍ବ ପାଳନର ସୁଯୋଗ ନେଇ ଘରେ ଥାଇ ପ୍ରସ୍ତୁତ କରନ୍ତୁ ଅତି ସହଜରେ ଚାଉଳରେ କ୍ଷୀରି । ବିଗତ ରକ୍ଷା ବନ୍ଧନରେ ମଧ୍ୟ ଆପଣମାନେ ଶୁଭପଲ୍ଲବର ଇ-ପତ୍ରିକାରେ ପ୍ରକାଶିତ ଏହି ଲେଖାକୁ ପଢ଼ି ନିଜ ଭାଇ ହାତରେ ରାକ୍ଷୀ ବାନ୍ଦିବାବେଳେ ମିଠା ସହ ଏହି ସୁଆଦିଆ କ୍ଷୀରି କରି ଭାଇଙ୍କୁ ଖୁଆଇଥିବେ ବୋଲି ଭାବୁଛି ।…

ଅଧିକ ପଢ଼ନ୍ତୁ