ସାବିତ୍ରୀ ବ୍ରତ
ସକାଳୁ ସକାଳୁ ଭୁବନେଶ୍ୱରର ଏକ ନମ୍ୱର ମାର୍କେଟ୍ଟା ଖଚାଖଚ୍ ଭିଡ଼ରେ ଭରି ରହିଥାଏ । ଦୋକାନୀ ସବୁ ଜୋର୍ଜୋର୍ରେ ଚିଲାଇ ଚିଲାଇ ଡାକ ଛାଡ଼ୁଥାନ୍ତି, “ନେଇଯାଅ ଭାଇ ଆମ୍ୱ କିଲକୁ ୧୦୦ ନେଇଯାଅ ଭାଇ ତାଜା ତାଜା କାଶ୍ମିରୀ ଆମ୍ୱ… ପଣଷ ଗୋଟା ଦୁଇଶହ… ସଜତୋଳା ଗୋଟା ପଣଷ… ହାତକୁ ଅଠା ପାଟିକୁ ମିଠା ନେଇଯାଅ ଭାଇ ନେଇ ଯାଅ… ଭାଇ ।” ହୋ ହାଲ୍ଲା ଶବ୍ଦରେ କାନ ଫାଟି ପଡ଼ୁଥାଏ । ଲୋକମାନେ ବି ସବୁ ଯିଏ…