Odia Article on Prabhu Jagannatha nka sola kala (ପ୍ରଭୁ ଜଗନ୍ନାଥଙ୍କ ଷୋଳକଳା) by Madhusmita Mohapatra

ପ୍ରଭୁ ଜଗନ୍ନାଥଙ୍କ ଷୋଳକଳା

ପ୍ରଥମ କଳା – ନିବୃତ୍ତି : ସଂସାରରେ ରହି ସଂସାରିକତାରୁ ମୁକ୍ତ ହେବାର କଳା । ଦ୍ୱିତୀୟ କଳା – ପ୍ରତିଷ୍ଠା : ସତମାର୍ଗରେ ଯଶ ଅର୍ଜନ କରିବାର କଳା । ତୃତୀୟ କଳା – ବିଦ୍ୟା : ନିଃସ୍ୱାର୍ଥ ଭାବରେ ଆଜି ଜନହିତକର ବିସ୍ତାର କରିବାର କଳା । ଚତୁର୍ଥ କଳା – ଶାନ୍ତି : ମନ ଓ ମସ୍ତିଷ୍କ ମଧ୍ୟରେ ସମନ୍ୱୟ ରଖି ସ୍ଥିର ଚିତରେ ରହିବାର କଳା । ପଞ୍ଚମ କଳା –…

ଅଧିକ ପଢ଼ନ୍ତୁ
Odia Article on Utkalaiya Gandhi - Gopabandhu Das (ଉତ୍କଳୀୟ ଗାନ୍ଧୀ ଗୋପବନ୍ଧୁ ଦାସ) by Soubhagya Ranjan Mohapatra

ଉତ୍କଳୀୟ ଗାନ୍ଧୀ ଗୋପବନ୍ଧୁ ଦାସ

ନୀତି, ଆଦର୍ଶ, ଧର୍ମ, ନିର୍ମଳତା, ମାନବିକତା, ଉଦାରତା, ସହିଷ୍ନୁତା ତଥା ସେବାର ମୂର୍ତ୍ତି ମନ୍ତ ପୁଜାରୀ ହେଲେ ପଣ୍ଡିତ ଗୋପବନ୍ଧୁ ଦାସ । ନିଜକୁ ତଥା ନିଜ ପରିବାରକୁ ପଛରେ ପକାଇ ଯିଏ ଦେଶ ପାଇଁ କାର୍ଯ୍ୟ କରି ଚାଲୁଥିଲେ ସେହିପରି ଦେବତାତ୍ମା ହେଉଛନ୍ତି ଗୋପବନ୍ଧୁ । ତାଙ୍କ କର୍ତ୍ତବ୍ୟ ନିଷ୍ଠାକୁ ଦେଖି ତାଙ୍କୁ “ଉତ୍କଳର ଗାନ୍ଧୀ” ବୋଲି କୁହାଯାଉଥିଲା । ସବୁବେଳେ ମାନବ ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିବା ଗୋପବନ୍ଧୁ ନିରାଶ୍ରୟ ଓ…

ଅଧିକ ପଢ଼ନ୍ତୁ
Odia Essary on Samaj (ସମାଜ) by Lipika Mohapatra

ସମାଜ

ସମାଜ..! କିଏ ଏ ସମାଜ ? କ’ଣ ତା’ର ଅଛି ଏକ ଅସ୍ଥିତ୍ଵ? କିଏ ଗଢ଼ିଛି ଏ ସମାଜ? କାହା ପାଇଁ ଏ ସମାଜ? ଏମିତି ଅନେକ ପ୍ରଶ୍ନ ଉଙ୍କି ମାରେନି କେବେ ଆମ ମନରେ? ସତରେ କ’ଣ ଆମେ ଏକ ଉଚ୍ଚ-ଶିକ୍ଷିତ ଆଧୁନିିକରଣ ଜ୍ଞାନ କୌଶଳ ଭରା ସମାଜରେ ବଞ୍ଚୁଛେ? କେବେ ଭାବିଛନ୍ତି..! ଏ ଆଧୁନିକତାର ଦ୍ୱାହି ଦେଇ, ନିଜ ପୂର୍ବ ପୁରୁଷମାନଙ୍କର କେତେ ସମ୍ମାନ କରୁଛେ କି ଅସମ୍ମାନ? ନିଜ ସ୍ୱାଭିମାନ, ନିଜ ଓଡ଼ିଆ…

ଅଧିକ ପଢ଼ନ୍ତୁ
Odia Essay on Swarnamayee Mora Utkala Janani (ସ୍ୱର୍ଣ୍ଣମୟୀ ମାଆ ମୋର ଉତ୍କଳ ଜନନୀ) by Chinmayee Sahoo

ସ୍ୱର୍ଣ୍ଣମୟୀ ମାଆ ମୋର ଉତ୍କଳ ଜନନୀ

“ସ୍ୱର୍ଣ୍ଣମୟୀ ମାଆ ମୋର ଉତ୍କଳ ଜନନୀ” ସ୍ୱତନ୍ତ୍ର ପ୍ରଦେଶ ଉତ୍କଳର ଜୟଗାନ କଲାବେଳେ ମନକୁ ଆସିଥାଏ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ଏହି ସୁନ୍ଦର ପଂକ୍ତିଟି । ସତରେ ଏହି ସ୍ୱର୍ଣ୍ଣପ୍ରସୂ ଓଡ଼ିଶା ମାଟିରେ ଜନ୍ମ ନେଇଛନ୍ତି କାହିଁ କେତେ ଯୁଗଜନ୍ମା ପୁରୁଷ, ଯାହାଙ୍କର ନିଷ୍ଠା, ତ୍ୟାଗ, ପ୍ରୀତି, ଧର୍ମ, ଭକ୍ତି ବଳରେ ଆମେ ପାଇଛନ୍ତି ସ୍ୱତନ୍ତ୍ରତାର ପରିଚୟ । ଆଜି ଜଦି କେହି ତା’ର ପିଲାଦିନକୁ ଫେରିଯାଏ ତା’ କାନରେ ଗୁଞ୍ଜରି ଉଠିବ ସେହି ଦୁଇପଦ…

ଅଧିକ ପଢ଼ନ୍ତୁ
Adhunika Samajare Narira Sthiti (ଆଧୁନିକ ସମାଜରେ ନାରୀର ସ୍ଥିତି) by Chinmayee Sahoo

ଆଧୁନିକ ସମାଜରେ ନାରୀର ସ୍ଥିତି

କୁହାଯାଏ ନାରୀ ଓ ପୁରୁଷ ସମାଜରେ ଗୋଟିଏ ମୁଦ୍ରାର ଦୁଇପାର୍ଶ୍ୱ ପରି । ଗୋଟିଏ ବ୍ୟତିରେକ ଅନ୍ୟଟିର କଳ୍ପନା କରିବା ଅସମ୍ଭବ । ଆଜିର ଏ ଶିକ୍ଷିତ ସମାଜରେ ନାରୀଟିଏ ଯେ କେତେ ଅବହେଳିତ, ନିର୍ଯାତିତ, ନିଷ୍ପତଷିତ, ସେ କଥା କାହାକୁ ମଧ୍ୟ ଅଛପା ନାହିଁ । ତେବେ ଏ ନାରୀମାନଙ୍କ ପାଇଁ ମହିଳା ଦିବସ ପାଳନ କରିବାର ପ୍ରହସନ କ’ଣ ପାଇଁ? ବାସ୍ତବରେ କ’ଣ ଏହି ଦିବସର ଯଥାର୍ଥତା ପ୍ରତିପାଦିତ ହେଉଛି? ଏଠାରେ ନାରୀ ପାଇଁ…

ଅଧିକ ପଢ଼ନ୍ତୁ