Odia Festival Sathi Osha (ଷଷ୍ଠୀ ଓଷା) by Bishnupriya Mahapatra

ଷଷ୍ଠୀ ଓଷା (Sasthi Osha)

ଓଡ଼ିଶାରେ ସାରା ବର୍ଷ ଅନେକ ପର୍ବ ପର୍ବାଣୀ ପାଳନ ହୁଏ, ଆଉ ଅନେକ ଓଷା ବ୍ରତ ମଧ୍ୟ । କେଉଁ ବ୍ରତ ସ୍ୱାମୀ ପାଇଁ ସ୍ତ୍ରୀ କରେ ଆଉ କେଉଁଟି ପିଲାମାନଙ୍କ ପାଇଁ ମା’ମାନେ କରନ୍ତି। ସେମିତି ଏକ ଓଷା ହେଉଛି ଷଷ୍ଠୀ ଓଷା (Sasthi Osha) । ଭାଦ୍ରବ ମାସ ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ଏହି ଓଷା ପାଳନ କରାହୁଏ । ତେବେ ଓଡ଼ିଶାର ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ପ୍ରକାରେ ପାଳନ ହୁଏ ଏହି…

ଅଧିକ ପଢ଼ନ୍ତୁ