ଲୋପାମୁଦ୍ରା ମହାପାତ୍ର

ଲୋପାମୁଦ୍ରା ମହାପାତ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Essary on Samaj (ସମାଜ) by Lipika Mohapatra

ସମାଜ

ସମାଜ..! କିଏ ଏ ସମାଜ ? କ’ଣ ତା’ର ଅଛି ଏକ ଅସ୍ଥିତ୍ଵ? କିଏ ଗଢ଼ିଛି ଏ ସମାଜ? କାହା ପାଇଁ ଏ ସମାଜ? ଏମିତି ଅନେକ ପ୍ରଶ୍ନ ଉଙ୍କି ମାରେନି କେବେ ଆମ ମନରେ? ସତରେ କ’ଣ ଆମେ ଏକ ଉଚ୍ଚ-ଶିକ୍ଷିତ ଆଧୁନିିକରଣ ଜ୍ଞାନ କୌଶଳ ଭରା ସମାଜରେ ବଞ୍ଚୁଛେ? କେବେ ଭାବିଛନ୍ତି..! ଏ ଆଧୁନିକତାର ଦ୍ୱାହି ଦେଇ, ନିଜ ପୂର୍ବ ପୁରୁଷମାନଙ୍କର କେତେ ସମ୍ମାନ କରୁଛେ କି ଅସମ୍ମାନ? ନିଜ ସ୍ୱାଭିମାନ, ନିଜ ଓଡ଼ିଆ…

ଅଧିକ ପଢ଼ନ୍ତୁ
Tuma Pain Kabitatie

ତୁମ ପାଇଁ କବିତାଟିଏ

ମୁଁ କବିତା ନୁହେଁ ନିଜ ଅନୁଭୂତି ଲେଖୁଅଛି, ଆଜି ତୁମ କଥା କିଛି ବିଶେଷ ଭାବୁଅଛି । ଯେବେ ମିଶିଥିଲି ତୁମ ସାଥେ ଲାଗୁଥିଲା କିଛି ଅଲଗା, ଦୂରତ୍ଵ ବଢ଼ାଇ ଏବେ ସାଜିଅଛି ଅଭାଗା । ଅପରିଚିତରୁ ହୋଇଥିଲ ପରିଚିତ ମୋ’ର ପରିଚିତରୁ ପୁଣି ସାଜିଥିଲ ଜୀବନର ସାର ତୁମକୁ ମୋ’ ବଞ୍ଚିବାର ତୃଷା ଲେଖୁଅଛି ତୁମ ପାଇଁ ଆଜି ବି ବସି ଭାବୁଅଛି । ତୁମ ଆସିବାରେ ଏମିତି କିଛି ଶିଖିଥିଲି ଆଜି ଶବ୍ଦକୁ କାଗଜରେ…

ଅଧିକ ପଢ଼ନ୍ତୁ