ପ୍ରବୀର କୁମାର ସାହୁ

ପ୍ରବୀର କୁମାର ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Pariksha au Samparka

ପରୀକ୍ଷା ଆଉ ସମ୍ପର୍କ

ବର୍ଷରେ ସେଇ ସମୟ, ଯେବେ ଦୂରତା କମେ ମୋର ଆଉ ବହିର ଏଥର ବୋଧେ ସମ୍ପୂର୍ଣ୍ଣ ଅପହଞ୍ଚ ଥିଲି, ଭୟଥିଲା ଏ ପରୀକ୍ଷା ଯେମିତି ହଷ୍ଟେଲ ଯିବାକୁ ବାଧ୍ୟ ନ କରେ । ଦୁଇମାସ ବାକି, ଶୁଭାରମ୍ଭ କାଳେ ଦୁଇ ମାସ ପଢ଼ିଲେ ସାହିତ୍ୟରେ ଆଗେ ପାସ୍ ହେଇଯିବି, କ’ଣ ପାଇଁ ସାହିତ୍ୟ ମତେ ନିଜର ଲାଗିଲା ଶୁଣିଥିଲି ପ୍ରେମରେ ପଡ଼ିଲେ କୁଆଡ଼େ ସାହିତ୍ୟ ଭଲଲାଗେ । ପ୍ରେମରେ ପଡ଼ିବା ପୂର୍ବରୁ, ଭୟ !! ଭୟର ନାଁ…

ଅଧିକ ପଢ଼ନ୍ତୁ