Odia Poem Mukti Dia (ମୁକ୍ତି ଦିଅ) by Soubhagyabati Giri

ମୁକ୍ତି ଦିଅ

ମୁକ୍ତି ଦିଅ ମୁକ୍ତି ଦିଅ ପ୍ରଭୁ ମତେ ଜନନୀର ଜଠରରୁ ନିବିଡ଼ ଘୋର ଅନ୍ଧକାରରେ କରୁଥିବା ସଂଘର୍ଷରୁ ପାପର ପଙ୍କରେ ଘାଣ୍ଟି ମୁଁ ହେଉଛି ନିତି ପାଏ ଏଠି କଷ୍ଟ ଜଲ୍ଦିଜଲ୍ଦି ପାଦ ଥାପିବା ପାଇଁକି ଡାକେ ମତେ ଧରାପୃଷ୍ଠ କ୍ଷମା ଦିଅ କ୍ଷମା ଦିଅ ମତେ ପ୍ରଭୁ ପାପର କର କ୍ଷୟ ସତ୍ୟପଥେ ଆଉ ଧର୍ମପଥେ ମୁଁ ରଖିବି ତ ସଦା ଲୟ ଧରାପୃଷ୍ଠରେ ପାଦ ଥାପିବାକୁ ଦିଅ ପ୍ରଭୁ ଅନୁମତି ସବିତା ଦର୍ଶନେ ଶପଥ…

ଅଧିକ ପଢ଼ନ୍ତୁ
Biography of Bhakta Bandhu Mohanty (ଭକ୍ତ ବନ୍ଧୁ ମହାନ୍ତି) by Ashish Kumar Swain

ଭକ୍ତ ବନ୍ଧୁ ମହାନ୍ତି

ବନ୍ଧୁ ମହାନ୍ତିଙ୍କ ଘର ଯାଜପୁର ଜିଲ୍ଲାରେ, କିନ୍ତୁ ଗ୍ରାମ ଜନଶ୍ରୁତି ଏବଂ କାବ୍ୟକାରଙ୍କ ଭିନ୍ନ ଭିନ୍ନ ମତାନୁସାରେ ମହାନ୍ତି ପାଟଣା, ପାଟ ଗ୍ରାମ, କପିଳେଶ୍ୱର ଗ୍ରାମରେ ବୋଲି ଜଣାଯାଏ । ସେ ଥିଲେ ଜାତିରେ କରଣ । ପାଞ୍ଚ ଜଣ ପ୍ରାଣୀଙ୍କୁ ନେଇ ଥିଲା ତାଙ୍କ ସଂସାର; ଦୁଇଟି ଝିଅ ଏବଂ ଗୋଟିଏ ପୁଅ । ସ୍ତ୍ରୀଙ୍କ ନାମ ମଧ୍ୟ ଭିନ୍ନ ଭିନ୍ନ ମତବ୍ୟକ୍ତ ହୁଏ । କିଏ ମାଳତୀ କହେ ତ କିଏ କନକ ।…

ଅଧିକ ପଢ଼ନ୍ତୁ
Odia Poem Tanmaya Sura (ତନ୍ମୟ ସୁର) by Prafulla Chandra Padhi

ତନ୍ମୟ ସୁର

ଲକ୍ଷେ ଇନ୍ଦ୍ରଧନୁ ତମେ ॥ ଦଳ ଦଳ ଧୋବ ପକ୍ଷୀ ତମ ତନୁର ତନ୍ମୟତା । ହଜାରେ ରଙ୍ଗର କ୍ଷେତ ତମ ଚାହାଣି । କୂଳ ଲଂଘି ଢେଉ ଧସି ଆସୁଚି ହୃଦୟ ଭିତରୁ କେବେ ଲେଖି ଥିଲି କବିତା ! ଶଦ୍ଦ ସବୁ ଗୁଣୁ ଗୁଣୁ ତମ ପ୍ରୀତିର ଠାଣି । ତମେ ପ୍ରୀତିମୟୀ ବାସୁଚ ଖୁବ ମୋର କଲମ ମୁନରେ ପ୍ରତିଦିନ ॥ – ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ

ଅଧିକ ପଢ଼ନ୍ତୁ
Odia Poem Mita (ମିତ) by Prafulla Chandra Padhi

ମିତ

ମୋ ନିଛାଟିଆ ପ୍ରାଣରେ ତମେ ସ୍ପନ୍ଦିତ ଚନ୍ଦନ ଶଦ୍ଦମୟ ହେଇଯାଏ ହେ ଜଗନ୍ନାଥ ତମକୁ କଲେ ଦରଶନ ॥ ଫଗୁମୟ ତମରି ରଥଯାତ୍ରା ମୁ଼ଁ ନିରେଖିଲି ଟି.ଭି.ରୁ । ମୋରି ହୃଦୟରେ ତୁମେ : ସୁନ୍ଦର ସକାଳ କିଚିରି ମିଚିରିରେ ଭରା ଗୀତ_ଗୀତ ସବୁ କାଳ ॥ – ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ

ଅଧିକ ପଢ଼ନ୍ତୁ
Odia Short Story To Binu Anya Gati Nahi (ତୋ ବିନୁ ଅନ୍ୟ ଗତି ନାହିଁ) by Nibedita Behera

ତୋ ବିନୁ ଅନ୍ୟ ଗତି ନାହିଁ

– କାଳିଆ ଶୁଣିଲୁଟି ଏଥର ମାଉସୀ ଘରକୁ ଯାଇ ପାରିବା ନାହିଁ, ବଡ଼ ଦେଉଳରେ ରହିବା । ମାଉସୀ ମା’ ପ୍ରସ୍ତୁତି ଆରମ୍ଭ କରି ଦେଇଥିବ ତାକୁ ବି ଖବର ଦେବାକୁ ହେବ । କ’ଣ କରିବା କହିଲୁ ବର୍ଷକୁ ଥରେ ରଥଯାତ୍ରା, ତା’କୁ ବି କୋର୍ଟ ମନା କରିଦେଲା । ଦେଉଳ ଖାଁ ଖାଁ ଲାଗୁଚି । ଖାଲି ଖାଇ କରି ଶୋଇବା କଥା । ସେଥିରେ ପୁଣି ଯାତ୍ରା ବି ମନା ହେଇଗଲା ।…

ଅଧିକ ପଢ଼ନ୍ତୁ