Odia Story Chuli (ଚୁଲି) by Sushree Sangita Sethy

ଚୁଲି

ଜେଜେମା ସମୟରେ, ଜେଜେମା ଭୋର୍ ୫ଟାରୁ ଉଠି ଚୁଲିରୁ ପାଉଁଶ କାଢ଼ି, ଚୁଲିକୁ ଲିପି ସଫା ସୁତୁରା କରି ଚାହା ତିଆରି କରି ପିଉଥିଲା । ମୁଁ ତ ଜେଜେମାର ଲାଙ୍ଗୁଡ଼ । ସେ ଶୁଏ ତ ମୁଁ ତା’ କୋଳରେ ଶୁଏ, ସେ ଯେତେବେଳେ ଉଠେ ମୁଁ ସେତେବେଳେ ଉଠେ । ସେ ଚାହା କରି ନିଜେ ପିଏ ମତେ ବି ଟିକେ ଚଖେଇ ଦିଏ । ଚା’ ଧୀରେ ଧୀରେ ଜେଜେମାର ପ୍ରାଣ ସହ…

ଅଧିକ ପଢ଼ନ୍ତୁ
Odia Poem Pritira Phaguna Anai Basichhi (ପ୍ରୀତିର ଫଗୁଣ ଅନାଇ ବସିଛି) by Jituram Sahu

ପ୍ରୀତିର ଫଗୁଣ ଅନାଇ ବସିଛି

ମୋ ମନର ନାୟିକା କେବେ ଆସି ଧରା ଦେବ । ତୁମ ବିନେ ଏକା ମୁଁ ଆସି ଥରେ ଦେଖି ଯିବ ॥ ଖୋଜୁଛି ଏ ମନ ତୁମକୁ ଚାହିଁ ବସିଛି ନିରନ୍ତର । ଜଳ ବିହ୍ନେ ଯେହ୍ନେ ଝସ ନାହିଁ ତା’ର ପଟାନ୍ତର ॥ ମୋ ଜୀବନ ନଉକା ଆସିଥିଲ ଏକା ଏ କୂଳକୁ । କେବେ ମୋ ଜୀବନେ ଆସିବ ବୋଲି ଛାଡ଼ି ଯିବନି ଏକା କରି ବହୁ ଦୂରକୁ ॥ ପ୍ରୀତିର ଫଗୁଣ…

ଅଧିକ ପଢ଼ନ୍ତୁ
Odia Poem Darasana Dia Sate (ଦରଶନ ଦିଅ ସତେ) by Manoranjan Surujal

ଦରଶନ ଦିଅ ସତେ

ଚାହୁଁଛି ଏ ଆଖି ଆହେ ଚକାଆଖି ଲୋଡ଼ିବାକୁ ଦରଶନ, କି ଦୋଷ କରିଛୁ ଫେଡ଼ି କୁହ ଥରେ ଭାଙ୍ଗିଦେଇ ଅଭିମାନ ॥ ଗମ୍ଭୀରା ଭିତରେ ରତନ ବେଦୀରେ ବସିଛ କାହିଁ ମଉନ, ଚକ୍ଷୁ ମଳିମଳି ଦିବାନିଶି ଏକ ଦରଶନକୁ ସପନ ॥ କେବେ ମହାମାରୀ ମହାବାତ୍ୟା ପରି ଖଣ୍ଡ ପ୍ରଳୟ ତାଣ୍ଡବ, ତୁମ ଅଜାଣତେ ହେଉଛି କି ପ୍ରଭୁ ଇଙ୍ଗିତ ନୁହେଁ କି ତବ? ଦୋଷ କରି କ୍ଷମା ଶୁଣ ହେ ମଣିମା ଭକତ ଡାକେ ଆକୁଳେ,…

ଅଧିକ ପଢ଼ନ୍ତୁ
Odia Story Riksabala (ରିକ୍ସାବାଲା) by Subham Behera

ରିକ୍ସାବାଲା

ସନ୍ତୋଷ ବାବୁ ଛିଡ଼ା ହୋଇଥାନ୍ତି ବାସ ଷ୍ଟାଣ୍ଡ ପାଖରେ । ସେପଟେ ପାଖରେ ଛିଡ଼ା ହୋଇଥାନ୍ତି ଜଣେ ବୃଦ୍ଧ ବୟସ୍କ ବ୍ୟକ୍ତି ରିକ୍ସା ଧରି । ସେ ବୃଦ୍ଧ ବ୍ୟକ୍ତି ଏବଂ ସନ୍ତୋଷ ବାବୁଙ୍କ ସବୁଦିନ ଭେଟ ସେହି ବାସ ଷ୍ଟାଣ୍ଡ ପାଖରେ ହୋଇଥାଏ କିନ୍ତୁ କେହିହେଲେ ବି ଆଜିଯାଏଁ କଥା ହୋଇ ନାହାନ୍ତି । ଦିନକର ଘଟଣା ସନ୍ତୋଷ ବାବୁ ଘରୁ ତରତର ହୋଇ ପଳେଇ ଆସିଥିବାରୁ ଟଙ୍କା ଆଣିବାକୁ ଭୁଲି ଯାଇଛନ୍ତି । ବସ୍‌ରେ…

ଅଧିକ ପଢ଼ନ୍ତୁ
Odi Poem Guru Hin Mangalamaya (ଗୁରୁ ହିଁ ମଙ୍ଗଳ ମୟ) by Gupteswar Chand

ଗୁରୁ ହିଁ ମଙ୍ଗଳ ମୟ

ଗୁରୁ ହିଁ ମଙ୍ଗଳମୟ ଧରା ବୁକେ ଭବ ସିନ୍ଧୁ କର୍ଣ୍ଣ ଧାର । ଗୁରୁ ଶ୍ରୀ ଅଧରୁ ସଦା ଝରୁଥାଏ ଶିଷ୍ୟ ପାଇଁ ସୁଧା ଝର ॥ ଗୁରୁଙ୍କ ଦୃଷ୍ଟିରେ ଦେଖିଲେ ସର୍ବଦା ଚଲାପଥ କୁସୁମିତ । ଆପଣା ଆଖିରେ ବାଟ ଚାଲେ ଯେବେ ଶିଷ୍ୟ ହୁଏ କଳଙ୍କିତ ॥ ଗୁରୁ ଜ୍ଞାନଦାତା ମୁକତି ପ୍ରଦାତା ଗୁରୁ ସର୍ବଜ୍ଞ ପୁରୁଷ । ଗୁରୁ ସିନା ଦେଖି ପାରନ୍ତି ନୟନେ ଶିଷ୍ୟର ଭୂତ ଭବିଷ୍ୟ ॥ ସମଗ୍ର ସୃଷ୍ଟିରେ…

ଅଧିକ ପଢ଼ନ୍ତୁ