Odia Story Khasi Maunsa (ଖାସି ମାଉଁସ) by Laxmikanta Behera

ଖାସି ମାଉଁସ

ରମେଶ ବାବୁ ସରଳ ନିଷ୍କପଟ ମଣିଷଟିଏ, ଚାକିରୀ କରିଛନ୍ତି ପାଖ ତହସିଲ ଅଫିସରେ କିରାଣୀ ଭାବରେ । ରମେଶ ବାବୁଙ୍କ ପାଖରେ ସଚ୍ଚୋଟ ପଣିଆ ବି ହାର ମାନିଛି । ସେଥିପାଇଁ ତାଙ୍କ ଦରମା ଟଙ୍କାରେ କଷ୍ଟେ ମଷ୍ଟେ ଚାଳିଯାନ୍ତି ତାଙ୍କ ପରିବାର । ପରିବାର କହିଲେ ସ୍ତ୍ରୀ ସୀତା ଦେବୀ, ଝିଅ କୁନୁ, ପୁଅ କୁନା ଓ ବୁଢ଼ାବାପା । ରମେଶ ବାବୁଙ୍କ ବାପା ବହୁ କଷ୍ଟରେ ରମେଶ ବାବୁଙ୍କୁ ପାଠ ପଢ଼େଇ ଖଣ୍ଡିଏ ଚାକିରୀ…

ଅଧିକ ପଢ଼ନ୍ତୁ
Odia Poem Maa (ମାଆ) by Janmajaya Nayak

ମାଆ

ସରଗ ସମ ପରା ତାହାର କୋଳ, ତାହାର ସେନେହ ଅଟଇ ଅମୂଲ । କେତେ ମିଠା କଥା ତାହାର ଅଟଇ, ତା’ ଆଶିଷେ ରିଷ୍ଟ ଯାଏ ଦୂର ହୋଇ । ସେ ଯେବେ ମୋ’ଠୁଁ ଦୂରରେ ରହିଥାଇ, ସକଳ କଥା ମୋତେ ପିତା ଲାଗଇ । ତା’ ଫେରିବା ବାଟକୁ ମୁଁ ରହେ ଚାହିଁ, ସର ଲବଣୀ ବି ମୋତେ ନ ରୂଚଇ । ରୋଗେ ମୁଁ ପଡ଼ିଲେ ତା’ ଆଖିରେ ଲୁହ, କୋଳେ ଧରିଥାଏ ମନେ…

ଅଧିକ ପଢ଼ନ୍ତୁ
Odia Article on Utkalaiya Gandhi - Gopabandhu Das (ଉତ୍କଳୀୟ ଗାନ୍ଧୀ ଗୋପବନ୍ଧୁ ଦାସ) by Soubhagya Ranjan Mohapatra

ଉତ୍କଳୀୟ ଗାନ୍ଧୀ ଗୋପବନ୍ଧୁ ଦାସ

ନୀତି, ଆଦର୍ଶ, ଧର୍ମ, ନିର୍ମଳତା, ମାନବିକତା, ଉଦାରତା, ସହିଷ୍ନୁତା ତଥା ସେବାର ମୂର୍ତ୍ତି ମନ୍ତ ପୁଜାରୀ ହେଲେ ପଣ୍ଡିତ ଗୋପବନ୍ଧୁ ଦାସ । ନିଜକୁ ତଥା ନିଜ ପରିବାରକୁ ପଛରେ ପକାଇ ଯିଏ ଦେଶ ପାଇଁ କାର୍ଯ୍ୟ କରି ଚାଲୁଥିଲେ ସେହିପରି ଦେବତାତ୍ମା ହେଉଛନ୍ତି ଗୋପବନ୍ଧୁ । ତାଙ୍କ କର୍ତ୍ତବ୍ୟ ନିଷ୍ଠାକୁ ଦେଖି ତାଙ୍କୁ “ଉତ୍କଳର ଗାନ୍ଧୀ” ବୋଲି କୁହାଯାଉଥିଲା । ସବୁବେଳେ ମାନବ ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିବା ଗୋପବନ୍ଧୁ ନିରାଶ୍ରୟ ଓ…

ଅଧିକ ପଢ଼ନ୍ତୁ
Odia Poem Prema Mora Smasana Tulasi (ପ୍ରେମ ମୋର ଶଶ୍ମାନ ତୁଳସୀ) by Sukumar Panda

ପ୍ରେମ ମୋର ଶଶ୍ମାନ ତୁଳସୀ

ମନ ମୋହର ଶଶ୍ମାନର କଣ୍ଟକିତ ନୀରବତା ହୃଦୟର ଗଭୀରତା ଉପରେ ଜଳୁଛି ଚିତା ॥ ଆଶା ମୋର ମଳିନ ପଡ଼ିଛି ବିକ୍ଷିପ୍ତ ହୋଇ ଅନୁଭବ ମୋର ପାଉଁଶ ହୋଇଯାଇଛି ପବନରେ ମିଳେଇ ॥ ସ୍ମୃତି ଆଉ ଆତ୍ମିୟତାର ବିକଟାଳ ରଡ଼ି ବୁକୁଫଟା ବିଳାପର ଭାଙ୍ଗୁଥାଏ ଲହଡ଼ି ॥ କିନ୍ତୁ ପ୍ରେମ ମୋର ଏକ ଶଶ୍ମାନର ତୁଳସୀ ଅସ୍ଥିର ପବନରେ ଯାଏ ବାସ ତା’ର ମିଶି ॥ ଶଶ୍ମାନର ଶୂନ୍ୟତା ପୂର୍ଣ ଆଗରେ ତୁଳସୀ ପତ୍ରର କରୁଣ୍ୟ କାହାଣୀ…

ଅଧିକ ପଢ଼ନ୍ତୁ
Odia Poem Prema Optics (ପ୍ରେମ ଅପ୍ଟିକସ୍) by Chittaranjan Barik

ପ୍ରେମ ଅପ୍ଟିକସ୍

ପ୍ରେମ ଅପ୍ଟିକସ୍‌ରେ ତୋ’ ପ୍ରେମ ଠିକ୍ ଆଲୋକର ରଶ୍ମି ପରି, ଅନନ୍ତ ଦୂରରେ ଥିଲେ ବି ତୁ କେନ୍ଦ୍ରିତ ହୋଇଥାଉ ଏକ ବାସ୍ତବ ପ୍ରତିବିମ୍ବ ପରି, ଫୋକୋସ୍‌ରେ, ଅବତଳ ମନ-ଦର୍ପଣରେ । ନିକଟତର ହୋଇ ତୁ ଅସିଯାଉ ଯେବେ ମୋ ହୃଦ ବ୍ୟାସାର୍ଦ୍ଧ ମଧ୍ୟକୁ, ସୃଷ୍ଟି ହୁଏ ତୋ’ ଛଳନା ବୋଳା ପ୍ରତିବିମ୍ବ ମୋ ହୃଦୟର ପଛକୁ, ତୁ ହାରିଯାଉ, ଅବାସ୍ତବ ଓ ଆଭାସୀ ରଙ୍ଗରେ । ସବୁ ଭୁଲି ଯେବେ ପ୍ରତିଶୃତ କରିବାକୁ ଯାଏ ତୋ’…

ଅଧିକ ପଢ଼ନ୍ତୁ