କେବେ ମନର କଥା ତ କେବେ ମନର ବ୍ୟଥା ଆଉ କେବେ କିଛି ତଥ୍ୟକୁ ପରିବେଷଣ କରିବାର ଏକ ବିଶେଷ ମାର୍ଗ ହେଉଛି କବିତା, ଯାହାକି ଲେଖକରୁ ହୃଦୟରୁ ସିଧା ପାଠକର ହୃଦୟକୁ ଛୁଏଁ ।

Read more about the article ଜୟମା’ ମହାଲକ୍ଷ୍ମୀ
Odia Poem Jay Maa Laxmi (ଜୟମା' ମହାଲକ୍ଷ୍ମୀ) by Mamata Sahu

ଜୟମା’ ମହାଲକ୍ଷ୍ମୀ

ନମସ୍ତେ ମା' ମହାଲକ୍ଷ୍ମୀ ସତ୍ୟ ସନାତନୀ ପରବ୍ରହ୍ମ ସ୍ୱରୁପିଣୀ ଜଗତ ଜନନୀ ॥ ତୋହର ଆଜ୍ଞାରେ ଚାଲେ ଏ ସାରା ଜଗତ ଦୁଃଖିଙ୍କର ଦୁଃଖ କଷ୍ଟ ନଦେଖୁ କିଞ୍ଚିତ ॥ ପଡ଼ିଦାତ୍ରୀ ଅନ୍ନପୂର୍ଣ୍ଣା ଦେବୀ ନାରାୟଣୀ ପଦ୍ମାଳୟା ଯୋଗେଶ୍ଵରୀ ବିପଦ ଭଞ୍ଜନୀ…

Continue Readingଜୟମା’ ମହାଲକ୍ଷ୍ମୀ
Read more about the article ଆସ କେ କୁଟିବ ଚିତା
Odia Poem Asa Ke Kutika Chita (ଆସ କେ କୁଟିବ ଚିତା) by Sasmita Pradhan

ଆସ କେ କୁଟିବ ଚିତା

ପସରା ମୁଣ୍ଡେଇ କେଲୁଣୀ ବୁଢ଼ୀ ଆସ ଝିଅ, ବୋହୂ ଛାଡ଼ଇ ରଡ଼ି ॥ ଆସ କେ କୁଟିବ ଦେହରେ ଚିତା ରାଧାକୃଷ୍ଣ ଅବା ଶ୍ରୀରାମ ସୀତା ॥ ଥିରି ଥିରି କରି ଦେବି ମୁଁ କୁଟି ରହିଥିବ ସଦା ଅଭୁଲା ସ୍ମୃତି…

Continue Readingଆସ କେ କୁଟିବ ଚିତା
Read more about the article ଚା’ କପ୍‌ରେ ପ୍ରେମ
Odia Poem Cha Cup re Prema (ଚା' କପ୍‌ରେ ପ୍ରେମ) by Tika Govind

ଚା’ କପ୍‌ରେ ପ୍ରେମ

କେବଳ ଝଡ଼ ଉଠେନି, ଅପେକ୍ଷିତ ହୃଦୟଟେ ମିଳିଲେ ଚା' କପରେ ପ୍ରେମ ବି ହୁଏ । ଆଖିରେ ଦେଖି ହୁଏ ଉତୁରୁଥିବା ପ୍ରେମ ଆଙ୍ଗୁଠିରେ ଛୁଇଁହୁଏ ଉଷ୍ମତା, ଓଠରେ ଚାଖି ହୁଏ ସ୍ୱାଦ, କେବଳ ଅନୁଭବ ହିଁ କରିହୁଏ ହୃଦୟର ଅଭ୍ୟନ୍ତରକୁ…

Continue Readingଚା’ କପ୍‌ରେ ପ୍ରେମ
Read more about the article ଖୋଜେ ମୁଁ ତୁମକୁ
Odia Poem Khoje Mun Tumaku (ଖୋଜେ ମୁଁ ତୁମକୁ) by Basumati Sahoo

ଖୋଜେ ମୁଁ ତୁମକୁ

ଖୋଜେ ମୁଁ ତୁମକୁ ତୁମ ହାତରେ ହାତ ଛନ୍ଦିବାକୁ ପାଦରେ ପାଦ ମିଶେଇ ଚାଲିବାକୁ କହିବା ପୂର୍ବରୁ କଷ୍ଟ ଜାଣିବାକୁ । ଖୋଜେ ମୁଁ ତୁମକୁ ମୋ ଅର୍ଥହୀନ କଥାରେ ହସିବାକୁ ଦୁଃଖକୁ ମୋର ଅନୁଭବ କରିବାକୁ ଆଖି ଦେଖି ମନ…

Continue Readingଖୋଜେ ମୁଁ ତୁମକୁ
Read more about the article ମୁଁ ଚାଲିଯିବା ପରେ
Odia Poem Mun Chalijiba Pare (ମୁଁ ଚାଲିଯିବା ପରେ) by Sunita Patel

ମୁଁ ଚାଲିଯିବା ପରେ

ମୁଁ ଚାଲିଯିବା ପରେ ତୁ ନିଜକୁ ଭୁଲିଯିବୁ ଜାଣିଥିଲେ ମୁଁ ବଞ୍ଚିବା ପାଇଁ ଆହୁରି ସଂଘର୍ଷ କରିଥାନ୍ତି, ହଁ ଟିକିଏ କଷ୍ଟ ତ ହୋଇଥାନ୍ତା ହେଲେ ତୋ' ପାଇଁ ଖୁସିରେ ହସି ହସି ସହି ଯାଇଥାନ୍ତି । ମୁଁ ଚାଲିଯିବା ପରେ…

Continue Readingମୁଁ ଚାଲିଯିବା ପରେ