କେବେ ମନର କଥା ତ କେବେ ମନର ବ୍ୟଥା ଆଉ କେବେ କିଛି ତଥ୍ୟକୁ ପରିବେଷଣ କରିବାର ଏକ ବିଶେଷ ମାର୍ଗ ହେଉଛି କବିତା, ଯାହାକି ଲେଖକରୁ ହୃଦୟରୁ ସିଧା ପାଠକର ହୃଦୟକୁ ଛୁଏଁ ।

Read more about the article ଅସମ୍ପୂର୍ଣ୍ଣ ଗଣତନ୍ତ୍ର
Asampurna Ganatantra (ଅସମ୍ପୂର୍ଣ୍ଣ ଗଣତନ୍ତ୍ର) by Jangyash Kumar Rout

ଅସମ୍ପୂର୍ଣ୍ଣ ଗଣତନ୍ତ୍ର

ଯେବେ ପ୍ରତିଶ୍ରୁତି ଆଜି ରାଜନୀତି ଆଉ ରାଜନୀତି ଏଠି ରାଜନେତା ମାନଙ୍କର ପୈତୃକ ସମ୍ପତ୍ତି, ତେବେ କେମିତି ସମ୍ପୂର୍ଣ୍ଣ ହେବ ଭାରତର ଗଣତନ୍ତ୍ର ! ଯେବେ ପାଶ୍ଚାତ୍ୟ ଶିକ୍ଷାର ସୁବାସିତ ହଳାହଳ ବିଷ ଓ ବେରୋଜଗାରିର ଶିକୁଳି ରେ ବନ୍ଧା ଭାରତର…

Continue Readingଅସମ୍ପୂର୍ଣ୍ଣ ଗଣତନ୍ତ୍ର
Read more about the article ୨୦୨୨ର ଶେଷ କବିତା
Last Poem of 2022 (୨୦୨୨ର ଶେଷ କବିତା) by Biswanath Kinkar Rout

୨୦୨୨ର ଶେଷ କବିତା

ମୁଁ ଚାହୁଁନଥିଲି ତୁମେ ଆସ ବୋଲି, କାରଣ ତାଙ୍କ ପ୍ରତି ବଢ଼ିଯାଇଛି ଅସୀମ ଶ୍ରଦ୍ଧା ॥ ମରୁଭୂମିରେ ମରିଚିକା ପରି ତୁମେ, କିଏ ବା ଭରସା କରିବ ତୁମେ ଦେଖାଉଥିବା ସ୍ୱପ୍ନ ଉପରେ ॥ ୧୦୦୦ ଦିନର ବିଭୀଷିକା ପରେ, ସେ…

Continue Reading୨୦୨୨ର ଶେଷ କବିତା
Read more about the article ଇତି ତୁମର ମୁଁ
Odia Poem Iti Tumara Mun (ଇତି ତୁମର ମୁଁ) by Biswanath Kinkar Rout

ଇତି ତୁମର ମୁଁ

କେବେ କେଜାଣି ଏ ଅଣନିଃଶ୍ୱାସୀ ରାତି ପାହିବ, ଆକାଶ ସିନ୍ଦୂର ପିନ୍ଧିବ, ପାଦରେ ଚପଳା ପାଉଁଜି, ଘଡ଼ଘଡ଼ ହୋଇ ବାଜିବ ॥ ବିନା ବାଦଲରେ ଆଖି ବରଷୁଛି, କେବେ ତୋ' ମନ ମାଟି ଭିଜିବ, ମୃତ ପ୍ରାୟ ସେଠି ପ୍ରେମର ଅଙ୍କୁର,…

Continue Readingଇତି ତୁମର ମୁଁ
Read more about the article ଜହ୍ନ ଆଉ ତାରା
Odia Poem Janha au Tara (ଜହ୍ନ ଆଉ ତାରା) by Biswanath Kinkar Rout

ଜହ୍ନ ଆଉ ତାରା

ଜ୍ୟୋତ୍ସ୍ନା ବି ଭାବୁଥିବ ଜହ୍ନ କଥା, ଆଉ ରାତି ବି ମାଗୁଥିବ ହିସାବ ତାରାଙ୍କ ଉପସ୍ଥିତିର । ଅନ୍ଧାର ଖୋଜୁଥିବ କୋଣ ଲୁଚିବାକୁ, ଆଉ ମୁଁ ଗଣୁଥିବି ମଲା ସ୍ୱପ୍ନ ମାନଙ୍କର ଶବକୁ । ତୁମେ ତ ନୀଳ ଆକାଶ, କେବେ…

Continue Readingଜହ୍ନ ଆଉ ତାରା
Read more about the article ପଦୁ ପଧାନ: ଏକ ଶ୍ରଦ୍ଧାଞ୍ଜଳି
Padhu Padhan - Eka Shradhanjali (ପଦୁ ପଧାନ: ଏକ ଶ୍ରଦ୍ଧାଞ୍ଜଳି) by Biswanath Kinkar Rout

ପଦୁ ପଧାନ: ଏକ ଶ୍ରଦ୍ଧାଞ୍ଜଳି

ସକାଳୁ କାକର ଛାଡ଼ି ନଥିବା କ୍ଷେତରେ, ଲୁଙ୍ଗି ଖଣ୍ଡେ ପିନ୍ଧି ଫୁଙ୍ଗୁଳା ଦେହରେ, କାଟି ଚାଲିଥିଲା ତା' ସୁନେଲୀ ସ୍ୱପ୍ନର କନକ ବର୍ଣ୍ଣା ଧାନ ଗଛକୁ । ×××× କ୍ଷେତରେ ସୂରୁଜ ଉଇଁ କ୍ଷେତରେ ହିଁ ବୁଡ଼ିଗଲା, ସଞ୍ଜ ପରେ ଅନ୍ଧାର…

Continue Readingପଦୁ ପଧାନ: ଏକ ଶ୍ରଦ୍ଧାଞ୍ଜଳି