ସୃଷ୍ଟି
ସୃଷ୍ଟି

ସୃଷ୍ଟି

ସ୍ରଷ୍ଟା ହେ ! କେମିତି ଗଢ଼ିଛ ତମେ ଏ ସୁନ୍ଦର ସୃଷ୍ଟି ଯହିଁ ଦିଶେ ବହୁ ସୁନ୍ଦର ଲାଗେ ମନୋହର ସୁନାର ଫସଲ ଭରା ଯା'ର ଗନ୍ତାଘର ସୁଷମାରେ ବିମଣ୍ଡିତ ଯିଏ ଶୋଭାର ଅଫୁରନ୍ତ ଭଣ୍ଡାର । ସୁନ୍ଦର ଲାଗଇ ତୁମ…

Continue Reading
କାଳିଆ
କାଳିଆ

କାଳିଆ

ପୁରୀ ବଡ଼ଦାଣ୍ଡେ ଚାହିଁ ସେ ବସିଛି ହୃଦୟ ପସରା ଧରି ପ୍ରେମ ବିନିମୟେ ହୃଦୟ ଦିଏ ସେ ଭକତର ଭାବଗ୍ରାହୀ କେହି ଆସୁନାହିଁ କେହି ମାଗୁନାହିଁ ସମୟ ଯାଉଛି ସରି (ଦିନେ) ଫେରିବାକୁ ହେବ ସଭିଙ୍କୁ ଘରକୁ କାଳିଆ ଖୋଜୁଛି, କାଳିଆ…

Continue Reading
ଜଗନ୍ନାଥ ପ୍ରେମ
ଜଗନ୍ନାଥ ପ୍ରେମ

ଜଗନ୍ନାଥ ପ୍ରେମ

ପଙ୍କିଳ ଶରୀରୁ ପଙ୍କପକ୍ଷୀ ଜନ୍ମି ନଲାଗେ ତନୁରେ ପଙ୍କ, ପାପଗୃହେ ସତ୍ୟ ମାନବେ ଖୋଜିଲେ ନାଶ ହେବ କଳିଅଙ୍କ ।୧। ନୋହିଲେ ଧନରେ ନିଜେ ନାଶ ଯିବା ଜନମିବ କଳିପୁତ୍ର, ମହାକଳି ରୂପ ଧାରଣ କରିବ ନେଇ ଅଗ୍ନି-ବାୟୁ ମିତ୍ର ।୨।…

Continue Reading
ବନମାଳୀ
ବନମାଳୀ

ବନମାଳୀ

ବାଇଶି ପାହାଚେ ବଂଶୀ ବଜାଉଛ ବିବସ ହେଲାଣି ମନ... ବିଘ୍ନକୁ ତୁଟାଇ ବିରୋଧ ଏଡ଼ାଇ ବିଲାତୁ ଫେରୁଚି ଧନ... ବହୁଦିନୁ ସିଏ ବରାଦ କରିଛି ବନ୍ଧୁଜନ ସାଥେ ମିଶି... ବିବୁଧଙ୍କୁ ଭେଟି ବିବରଣୀ ଦେବ ବାଳୁତ କାଳରୁ ବସି... ବେଳାଭୂମି ଯାଇ…

Continue Reading
କଳା ଠାକୁର
କଳା ଠାକୁର

କଳା ଠାକୁର

କିଏ ତୋତେ ଡାକିବରେ କଳା ଠାକୁର, ହେ ମୋର କଳା ଠାକୁର କେଉଁ ଗୁଣେ ବୋଲାଉଛୁ ବଡ଼ ଠାକୁର । ନାଟୁଆ ଠାକୁର ବୋଲି ପଡ଼ିଛି ଡାକ ଦୁଖୀକୁ ତୁ ଦୁଃଖ ଦେଉ ସୁଖୀକୁ ସୁଖ । ତୋ ଦାଉ ସହିବାକୁ…

Continue Reading
ହେ ଜଗନ୍ନାଥ
ହେ ଜଗନ୍ନାଥ

ହେ ଜଗନ୍ନାଥ

ଫୁଲ ମାଳରେ ମୁଁ ଗୁନ୍ଥିଲି ପତର ସ୍ଥାନ ଦେବ ତୁମ ହୃଦୟରେ । ନାଥ ବୋଲି ଧରିଲି ମୁଁ ତୁମ ପାଦ କରିବନି କେବେ ମୋତେ ପର ॥ ଝରଣାଟି ପରି ଝରିଯିବି ମୁଁ ଯେ ସାଗର ପରି କି ତୋଳି…

Continue Reading
ଓଁ ନମଃ ଭଗବତେ ବାସୁଦେବାୟ
ଓଁ ନମଃ ଭଗବତେ ବାସୁଦେବାୟ

ଓଁ ନମଃ ଭଗବତେ ବାସୁଦେବାୟ

ସବୁ ଜାଣି ବି ତୁମେ ଅଜଣା, ସବୁ ଶୁଣି ବି, ସବୁ ତୁମ ପାଇଁ ଅଶୁଣା । ତୁମେ ନଥିଲେ ଚାରିଦିଗ ଅନ୍ଧକାରମୟ, ତୁମେ ଥିଲେ ଆଲୋକରେ ପରିପୂର୍ଣ୍ଣ, ମୋ ଘର ଅଗଣା ॥ କେବେ ତୁମେ ଦେଖାଦିଅ, ମନ୍ଦିରର ମୁଖଶାଳା…

Continue Reading
ହୃଦୟରେ କୃଷ୍ଣ
ହୃଦୟରେ କୃଷ୍ଣ

ହୃଦୟରେ କୃଷ୍ଣ

ମନ ମୟୂରୀ ମୋ ନାଚୁଛି ଯେ ଆଜି କୃଷ୍ଣ ଗୋ ତୁମ ବଂଶୀର ସ୍ୱରେ, ନାଚୁଥିବ ନାଚୁଥିବ ମୋର ମନ ତୁମ ଭକ୍ତିଭରା ପ୍ରେମ ଆଳାପରେ । (୧) ତୁମ ମଥାରେ ସେ ମୟୂର ପୁଚ୍ଛିକା ଜାତ ପରଶେ ଗଲେ ଦୋହଲି,…

Continue Reading
ଦଗାଦିଆ କାଳିଆ
ଦଗାଦିଆ କାଳିଆ

ଦଗାଦିଆ କାଳିଆ

ବଡ଼ ଦଗାଦିଆ ତୁ ଜଗା କାଳିଆ, ଚଲେଇଲୁ କେତେ ବାଟ । ଖୋଜି ଖୋଜି ତତେ ନୟାନ୍ତ ହେଲିଣି, ଦେଖଉଛୁ ପୁଣି ଥାଟ ॥ ତତଲା ବାଲିରେ ପାଦ ପାଏ କଷ୍ଟ, ଝରେ ବିନ୍ଦୁ ବନ୍ଦୁ ସ୍ୱେଦ । ଅନାଥର ନାଥ…

Continue Reading
ପ୍ରଭୁ
ପ୍ରଭୁ

ପ୍ରଭୁ

ସୟନେ ସପନରେ ଜାଗରଣେ ପ୍ରଭୁ ଭଜି ତୁମ ନାଁ କାଳିଆ ସୁଖର ଦୁଃଖରେ ଅବାଟରେ ଗଲେ ହାତ ଧରିଥିବୁ ବନମାଳିଆ ସୁବାଟରେ ମତେ ଯିବାକୁ ପ୍ରଭୁ ହେ ଦିଅ ମତେ ଟିକେ ବୁଦ୍ଧି ତୁମ ଆଶିଷରେ ମୋ ଜୀବନରେ ମୁଁ ପର୍ବତ…

Continue Reading
  • 1
  • 2
Close Menu