ହେ ମୋର ଦୂର ସୁଦୂରର ଅତିପ୍ରିୟ ନିଷ୍ଠୁର ବନ୍ଧୁ
ମୋ ଜୀବନର ଏଇ ଚଲା ପଥରେ ତୁମେ ମୋତେ ତୁମଠୁ ଯେତେ ଦୂରରେ ରଖିଥିଲେ ମଧ୍ୟ, ମୁଁ ମୋର ହୃଦୟର ପ୍ରତିଟି କୋଣରେ ତୁମକୁ ସାଇତି ରଖିଛି । କ'ଣ ମୁଁ ଏହିପରି ତୁମରି ସ୍ମୃତିରେ କଣ୍ଟକିତ ଶର ଶଯ୍ୟାରେ, ମୋ…
କେବେ ମନର କଥା ତ କେବେ ମନର ବ୍ୟଥା ଆଉ କେବେ କିଛି ତଥ୍ୟକୁ ପରିବେଷଣ କରିବାର ଏକ ବିଶେଷ ମାର୍ଗ ହେଉଛି କବିତା, ଯାହାକି ଲେଖକରୁ ହୃଦୟରୁ ସିଧା ପାଠକର ହୃଦୟକୁ ଛୁଏଁ ।
ମୋ ଜୀବନର ଏଇ ଚଲା ପଥରେ ତୁମେ ମୋତେ ତୁମଠୁ ଯେତେ ଦୂରରେ ରଖିଥିଲେ ମଧ୍ୟ, ମୁଁ ମୋର ହୃଦୟର ପ୍ରତିଟି କୋଣରେ ତୁମକୁ ସାଇତି ରଖିଛି । କ'ଣ ମୁଁ ଏହିପରି ତୁମରି ସ୍ମୃତିରେ କଣ୍ଟକିତ ଶର ଶଯ୍ୟାରେ, ମୋ…
ପଖାଳ ଦିବସ ବିଂଶ ମାର୍ଚ୍ଚ ମାସ ସବୁ ବର୍ଷ ନିର୍ଧାରିତ ଓଡ଼ିଆଙ୍କ ଘରେ ସବୁଠୁ ଶୀର୍ଷରେ ଅନ୍ୟ ପର୍ବ ପେକ୍ଷାକୃତ ॥ ପଖାଳ ଭୋଜନ ବହୁ ପୁରାତନ ଶ୍ରୀମନ୍ଦିରୁ ଆରମ୍ଭିଲା ବଡ଼ ଠାକୁରଙ୍କ ଭୋଗରୁ ଏକକ ଓଡ଼ିଆଙ୍କ ପ୍ରିୟ ହେଲା ॥…
ଜୟ ଶିବ ଶଙ୍କର ହେ ଜୟ ଉମାପତି ତୁମ ପାଦ ସ୍ମରଣରେ ଯାଉ ଦିନବିତି । ଜୟ ଜଟାଧାରି ପ୍ରଭୁ ଜଗତ ତାରଣ ଭକତ ଜନଙ୍କ ଦୁଃଖ ନିବାର ବହନ । ଜୟ ମହାଦେବ ନାଥ ଅନଳ ନୟନ ଶ୍ମଶାନ ବିହାରି…
ଜ୍ୟେଷ୍ଠ ସନ୍ତାନର ମଙ୍ଗଳ ପାଇଁ ଅଷ୍ଟମୀ ଆସିଛି ଆନନ୍ଦ ନେଇ ॥ ମାର୍ଗଶିର କୃଷ୍ଣ ଅଷ୍ଟମୀ ତିଥି ଷଠି ଦେବୀ ପୂଜା ଦୃଦେ ଭକତି ॥ କରେ ପରିଧାନ ନୂଆଁ ବସନ ହରଷ ଚିତ୍ତରେ ଜ୍ୟେଷ୍ଠ ସନ୍ତାନ ॥ ବସି ସୁଆସନେ…
ଦିନେ ଦେଖିଥିଲେ ସ୍ୱପ୍ନ ଓଡ଼ିଶାର ଭୋକିଲା ପେଟରେ ସୁରି, କରିଲେ ବି ସତ ସ୍ୱପ୍ନ ତାଙ୍କର ଆପ୍ରାଣ ଉଦ୍ୟମ କରି । ଖଣ୍ଡ ଖଣ୍ଡ ହୋଇ ଓଡ଼ିଶା ଯେ ଥିଲା କ୍ଷତ ବିକ୍ଷତ ସାଜି, ଆଣିଲେ ଫେରାଇ ସ୍ୱପ୍ନ ସତ କରି…