Read more about the article ବସନ୍ତର ଆଗମନ
ବସନ୍ତର ଆଗମନ

ବସନ୍ତର ଆଗମନ

ନବ ବସନ୍ତର ପହିଲି ପରସେ ନାନା ପୁଷ୍ପେ ଦ୍ରୁମ ଭରା । ଶୀତୁଆ କାକର ହୋଇଯାଏ ଦୂର ପୁଲକିତ ହୁଏ ଧରା । ନବ ପଲ୍ଲବୀତ ଆମ୍ର ତରୁ ଅଙ୍ଗେ ବଉଳ ପାଉଛି ଶୋଭା ରଙ୍ଗ ବେରଙ୍ଗର କୁସୁମ ସଜାନ୍ତି ବସୁଧା…

Continue Readingବସନ୍ତର ଆଗମନ
Read more about the article ତୁମେ କେବେ…
ତୁମେ କେବେ...

ତୁମେ କେବେ…

ତୁମେ କେବେ ମୟୁରୀପାଇଁ ଜୀମୂତ ପ୍ରେମ ବାରତା, ତୁମେ କେବେ କବିଟି ପାଇଁ କଲମ ଝରା କବିତା । ତୁମେ କେବେ ବେଙ୍ଗୁଲୀ ପାଇଁ ମେଘ ଆଗମନ ତୂରୀ, ତୁମେ କେବେ କୃଷକ ପାଇଁ ଶସ୍ୟର ଆଶାର ବାରି । ତୁମେ…

Continue Readingତୁମେ କେବେ…
Read more about the article ପାନ୍ଥଶାଳା
ପାନ୍ଥଶାଳା

ପାନ୍ଥଶାଳା

ପାନ୍ଥଶାଳା ମୁଁ ପାନ୍ଥଶାଳା ରାସ୍ତା କଡ଼ରେ ହୋଇଛି ଠିଆ ନିସଙ୍ଗତା ଚରା ଭୂଇଁରେ ସ୍ଥିତି ମୁଁ ରହିଛି ଏକୁଟିଆ । ରାତ୍ରୀ କାଳେ ଯାତ୍ରୀ ଆସନ୍ତି ରାତି ଯାପନ କରିବା ପାଇଁ ପାହାନ୍ତି ରବି କର ସ୍ପର୍ଶେ ପରଦେଶକୁ ଯାଆନ୍ତି ଧାଇଁ…

Continue Readingପାନ୍ଥଶାଳା
Read more about the article ଅପୂର୍ଣ୍ଣରେ ପୂର୍ଣ୍ଣ
ଅପୂର୍ଣ୍ଣରେ ପୂର୍ଣ୍ଣ

ଅପୂର୍ଣ୍ଣରେ ପୂର୍ଣ୍ଣ

ପଳାସ ଫୁଲକୁ ସୁନ୍ଦରତା ଦେଲା ବାସ ଟିକେ ଦେଲା ନାହିଁ କିଆ କେତକୀର ବାସ ଚହଟିଲା କଣ୍ଟା ତ' ଦେହରେ ଛାଇ । କୋକିଳ କଣ୍ଠରେ ସୁମଧୁର ସ୍ୱର ରୂପ ଟିକେ ଦେଲା ନାହିଁ ମୟୂର ରୂପରେ ରୂପସୀ ହୋଇଲା ମନ…

Continue Readingଅପୂର୍ଣ୍ଣରେ ପୂର୍ଣ୍ଣ