ବସନ୍ତ କଲାଣି ରାଜପଣ
ବସନ୍ତ କଲାଣି ରାଜପଣ

ବସନ୍ତ କଲାଣି ରାଜପଣ

ଋତୁ ରୂପବନ୍ତ ବିଳାସୀ ବସନ୍ତ କରିଲାଣି ଧରାବତରଣ କୋକିଳର କୁହୁ ମଧୁପ ଗୁଞ୍ଜନେ ବସନ୍ତ କଲାଣି ରାଜପଣ ॥୧॥ ଗ୍ରୀଷ୍ମର ରୁକ୍ଷତା ବର୍ଷାର ତାଣ୍ଡବ ଶୀତର ଶିଶିର ହଜିଲାଣି ମୁଣ୍ଡିତ ବୃକ୍ଷ ବଲ୍ଳରୀକୁ ଧରି ନବ କିଶଳୟ ହସିଲାଣି ॥୨॥ ସୁମଞ୍ଜୁଳ…

Continue Reading
ସ୍ୱର୍ଣ୍ଣପ୍ରସବିନୀ ଭାରତମାତା
ସ୍ୱର୍ଣ୍ଣପ୍ରସବିନୀ ଭାରତମାତା

ସ୍ୱର୍ଣ୍ଣପ୍ରସବିନୀ ଭାରତମାତା

ହିମାଳୟଠାରୁ କୁମାରିକା ଯାଏ ସ୍ୱର୍ଣ୍ଣପ୍ରସବିନୀ ଭାରତମାତା ପୁଣ୍ୟତୋୟା ପୁଣି ସୁଚିସ୍ମିତା ସିଏ ସିଏ ଶତଦଳ ସ୍ନିଗ୍ଧା ଶୋଭିତା ମା' ଦୁର୍ଗା ସାହସେ ସମ୍ବର୍ଦ୍ଧିତା ସିଏ ଲକ୍ଷ୍ମୀଙ୍କ ସମ୍ପଦେ ସେ ଅଳଂକୃତା ବୀଣାବାଦିନୀଙ୍କ ସଙ୍ଗୀତ ମୂର୍ଚ୍ଛନା ବିମୋହିତା ପୁଣି ସିଏ ବନ୍ଦିତା ମୋ…

Continue Reading
ଗୀତ ଶୁଭେ ଫୁଲ ବଉଳବେଣୀ
ଗୀତ ଶୁଭେ ଫୁଲ ବଉଳବେଣୀ

ଗୀତ ଶୁଭେ ଫୁଲ ବଉଳବେଣୀ

ବରଷାରାଣୀ ଯେ ବିଦାୟ ଘେନିଲା ଧରାକୁ ଆସିଲା ଶରତ ଆକାଶରେ ନାହିଁ ବାଦଲର ଛବି ହସି ଉଠିଲାଣି ମରତ ॥୧॥ ନବପଲ୍ଲବରେ ଶିଶିର ବିନ୍ଦୁର ଶୁଭଦୃଷ୍ଟି ଟିକେ ପଡ଼ିଲା ସୁରୁଜ ମୁରୁଜ ବୁଣିଦେଲା ପରେ ମୁକ୍ତା ବିନ୍ଦୁ ପରି ଦିଶିଲା ॥୨॥…

Continue Reading
ଶୁଭପଲ୍ଲବ
ଶୁଭପଲ୍ଲବ

ଶୁଭପଲ୍ଲବ

ବିଭାବରୀ ଅନ୍ତେ ଉଷା ପ୍ରବେଶିଲା ପଲ୍ଲବରେ ଶୁଭ ଆସିଲା ପଲ୍ଲବେ ନୀହାର ମୁକ୍ତା ପରି ଦିଶେ ରବି ରଶ୍ମି ଯେଣୁ ପଡ଼ିଲା । (୧) ମଧୁମୟ ବନେ ବିହଙ୍ଗ ସଙ୍ଗୀତ ସମୀରଣେ ଭାସି ଆସିଲା ମଧୁପର ମଧୁ ଗୁଞ୍ଜେ ଗୁଞ୍ଜରଣ ଝିଙ୍କାରି…

Continue Reading
ମୋ ଗାଆଁ ନୀରବି ଯାଇଛି
ମୋ ଗାଆଁ ନୀରବି ଯାଇଛି

ମୋ ଗାଆଁ ନୀରବି ଯାଇଛି

ମୋ ଗାଆଁ ନୀରବି ଯାଇଛି ପୂରୁବ କଥାକୁ ମନରେ ଆଣି ସେ ଗୁମୁରି ଗୁମୁରି କେତେ କାନ୍ଦୁଛି ।୧। ଆଗ ଚମକତା ମୋ ଗାଆଁରେ ନାହିଁ ନିଆରା ନିଆରା ଲାଗୁଛି ପରା ପାଣି ପାଗ ଏଠି ବଦଳି ଯାଇଛି ବରଷା ଋତୁରେ…

Continue Reading
ଦୁବଘାସ
ଦୁବଘାସ

ଦୁବଘାସ

ଘାସଟିଏ ମୁଁ ଦୁବଘାସଟିଏ ଆକାର ମୋହର ଛୋଟିଆ ଛୋଟ ଶରୀରଟି ଧରିଛି ସିନା ମୁଁ କାମଟି ମୋହର ବଢ଼ିଆ ।। ଠାକୁର ଘରର କଳସ ସେବାରେ ଦରକାର ହୁଏ ମୁହିଁଟି ଆମ୍ବଡାଳ ବରକୋଳିର ପତରେ ସ୍ଥାନ ଯେ ମୋହର ଥାଏଟି ।।…

Continue Reading
Close Menu