Read more about the article ଚପଲ ଚୋରି
ଚପଲ ଚୋରି

ଚପଲ ଚୋରି

ମାନୁ ସକାଳୁ ସକାଳୁ ଅଗଣାରେ ହାଜର । ନୂଆ ନୀଳାମ୍ବରୀ ପାଟ ଶାଢ଼ୀ, ପାଦରେ ଅଳତା, ନଖପାଲିଶି, ଆଖିରେ କଜଳ, ମୁଣ୍ଡରେ ସିନ୍ଦୂର ନାଇ ଖୁବ୍ ସୁନ୍ଦର ଦିଶୁଛି । ତା' ସାଙ୍ଗକୁ ଶାଶୁ ଦେଇଥିବା ନେଳି କାଚ ମୁଠାକ ଯେମିତି…

Continue Readingଚପଲ ଚୋରି
Read more about the article ସେଲଫି
ସେଲଫି

ସେଲଫି

ହଠାତ୍ କି ନିଦ ଭାଙ୍ଗିଗଲା ଅନନ୍ଦିତାର । ମୋବାଇଲଟାକୁ ଅନ୍ଧାରରେ ଅନ୍ କରିକି ଦେଖେ ତ' ଭୋର ୪ଟା ୩୦ ମିନିଟ ହେଇଛି । ଲାଇଟ ଲଗେଇ ଚେୟାରରେ ବସିଲା ଯାଇ ତା' ନିୟମିତ ଢଙ୍ଗରେ । ଶୁଷ୍କ ଓଠ ସାଙ୍ଗକୁ…

Continue Readingସେଲଫି
Read more about the article ଘୋଡ଼ା ଡିମ୍ବ
ଘୋଡ଼ା ଡିମ୍ବ

ଘୋଡ଼ା ଡିମ୍ବ

ପ୍ରାୟ ୨୮ କି ୨୯ ବର୍ଷ ତଳର କଥା । ମହାପାତ୍ର ବାବୁ, ତାଙ୍କ ଧର୍ମ ପତ୍ନୀ ଟୁନା ମାଉସୀ ଆଉ ତିନି ଜଣ ଛୁଆଙ୍କ ସ‌ହ ରହୁଥିଲେ ଏଇ ଆମ କଟକର ଡଗରପଡ଼ାର ବଣିଆ ସାହିରେ, ଆମ ଘରର ପଡିଶା…

Continue Readingଘୋଡ଼ା ଡିମ୍ବ
Read more about the article କମଳା ଶାଢ଼ୀ
କମଳା ଶାଢ଼ୀ

କମଳା ଶାଢ଼ୀ

କାଲି ଶାଢ଼ୀଟେ ମିଲିଲା ମୋତେ ମୋ ବିବାହ ବାର୍ଷିକୀ ଉପଲକ୍ଷେ | ରାତି ବାରଟା ବେଳକୁ ଇଂରାଜୀ ଷ୍ଟାଇଲିରେ ମୋ ହାତକୁ ବଢ଼ାଇ ଦେଲେ ଏଇ ଶାଢ଼ୀ ଖଣ୍ଡିକ | ଚିକମିକ କାଗଜରେ ବନ୍ଧା ପ୍ୟାକେଟଟିକୁ ମୁଁ ଭାରି ଉଛନ୍ନ ହେଇ…

Continue Readingକମଳା ଶାଢ଼ୀ