Read more about the article ନାରୀତ୍ୱ
Odia Poem Naritwa (ନାରୀତ୍ୱ) by Chandrakanti Pradhan

ନାରୀତ୍ୱ

ଗର୍ଭାଶୟରେ ଯନ୍ତ୍ରପାତିର ଅତ୍ୟାଚାର, ଆଖି ନଫିଟୁଣୁ ହତ୍ୟା ହୁଏ ତା'ର । ମାଆର ଇଚ୍ଛାରେ ବା ଅନିଚ୍ଛାରେ, ଅଧାଗଢ଼ା ଦେହ ପଡ଼ୁଛି ଅଳିଆ ଗଦାରେ । କେହି ଯଦି ଆୟୁ ବଳେ ଜନ୍ମିଯାଏ । କେହି ଆଦରିନିଏ ତ କେହି ଫୋପାଡ଼ି…

Continue Readingନାରୀତ୍ୱ
Read more about the article ବସନ୍ତରେ ବର୍ଷା
Odia Poe Basantare Barsha (ବସନ୍ତରେ ବର୍ଷା) by Chandrakanti Pradhan

ବସନ୍ତରେ ବର୍ଷା

ତୁମେ କୁହ, ମୁଁ କାଳେ ବର୍ଷା ! ମୋର କୌଣସି ଠିକଣା ନାହିଁ । ଏଇ ଆସେ ଆଉ ଚାଲିଯାଏ । ଦିନ ହଉ କି ରାତି, ପୂର୍ଣ୍ଣିମା ହଉ କି ଅମାବାସ୍ୟା । ସନ୍ଧ୍ୟା ହଉ କି ଅପରାହ୍ନ, ବୈଶାଖ…

Continue Readingବସନ୍ତରେ ବର୍ଷା
Read more about the article ରିମ୍‌ଝିମ୍
Rimjhim (ରିମ୍‌ଝିମ୍) Odia story by Chandrakanti Pradhan

ରିମ୍‌ଝିମ୍

କଡ଼ ଲେଉଟାଇଲା ରାତି, ତା' ସାଙ୍ଗରେ ଜହ୍ନ ! ମିଞ୍ଜି ମିଞ୍ଜି ତାରା ଦି'ଟା ଆକାଶରେ ଛଟପଟ ହେଉଥାନ୍ତି । ଭିଡ଼ିମୋଡ଼ି ହୋଇ ପୁଣିଥରେ ସେ କମ୍ବଳକୁ ଟାଣିନେଇ ମୁହଁ ଘୋଡ଼ାଇ, ମାଆଙ୍କ କୋଳରେ ମୁହଁ ଗୁଞ୍ଜିଦେଲି । -"ଓଃ! ଶୀତ…

Continue Readingରିମ୍‌ଝିମ୍
Read more about the article ପାଉଁଜି
ପାଉଁଜି

ପାଉଁଜି

ଜୀବନ ଜଞ୍ଜାଳରୁ ମୁଠା ମୁଠା ହସ ଆଉ ମେଞ୍ଚା ମେଞ୍ଚା ଖୁସିର ଉପହାର ଭିତରେ ଆମେ ଅନ୍ଧପାଲଟି ଯାଇଛୁ । ହୃଦୟର କଥା ଶୁଣିବାକୁ ଆମପାଖରେ ସମୟ ନାହିଁ । ପ୍ରତିଦିନ ବ୍ୟସ୍ତ ବିବ୍ରତ ହୋଇ ସଫଳତା ଓ ବିଫଳତାର ଘମାଘୋଟ…

Continue Readingପାଉଁଜି
Read more about the article ତୁମ ପରି ସାଥୀ ନାହିଁ
ତୁମ ପରି ସାଥୀ ନାହିଁ

ତୁମ ପରି ସାଥୀ ନାହିଁ

ବର୍ଷା ଦିନିଆ ପାଗଟା ଭାରି ସିକିସିକିଆ ଲାଗେ । ଘରୁ ବାହାରକୁ ଯିବାକୁ ଯମା ଇଛା ହୁଏନି । ଆକାଶ ମେଘାଛନ୍ନ ହୋଇ ରହେ ଓ ସୂର୍ଯ୍ୟଙ୍କର ଦେଖା ମିଳିବା କଷ୍ଟକର ହୋଇଯାଏ । କାରଣ ସକାଳ ନପାହୁଣୁ ବର୍ଷା ଆରମ୍ଭ…

Continue Readingତୁମ ପରି ସାଥୀ ନାହିଁ