ତୁମେ ଆଉ ମୁଁ
ଝିଲମିଲ ରୂପେଲି ଜ୍ୟୋସ୍ନା ତୁମେ ମୁଁ ବାଲିର ଛୋଟ ଏକ କଣ ଚନ୍ଦ୍ରମା ତୁମେ ମୁଁ ତା'ର ଏକ ଉଜ୍ଵଳ କିରଣ ଫୁଲ ତୁମେ ତା'ର ସୁଗନ୍ଧ ମୁଁ ଗୀତ ତୁମେ ସ୍ୱର ମୁଁ ଜୀବନ ଗୀତିରେ ମଧୁର ସାଜ ତୁମେ…
ଝିଲମିଲ ରୂପେଲି ଜ୍ୟୋସ୍ନା ତୁମେ ମୁଁ ବାଲିର ଛୋଟ ଏକ କଣ ଚନ୍ଦ୍ରମା ତୁମେ ମୁଁ ତା'ର ଏକ ଉଜ୍ଵଳ କିରଣ ଫୁଲ ତୁମେ ତା'ର ସୁଗନ୍ଧ ମୁଁ ଗୀତ ତୁମେ ସ୍ୱର ମୁଁ ଜୀବନ ଗୀତିରେ ମଧୁର ସାଜ ତୁମେ…
ଚମ ଧୁଡ଼ୁ ଧୁଡ଼ୁ ପାଟିରେ ପାନ ଆଖିରେ ଐନକ ହାତରେ ଧରିଛି ବଙ୍କୁଲି ବାଡ଼ି ମୋ ଜେଜେ ମା'କୁ ଦେଖ । ସକାଳେ ପାଣି ଚୋଉଁରା ମୂଳେ ସଞ୍ଜରେ ଭାଗବତ କଥାରେ କଥାରେ କହିବୁଲୁ ଥାଏ ଜୟ ଜୟ ଜଗନ୍ନାଥ ।…
ଜନ୍ମିଛ ଯଦି ନାରୀଟିଏ ହୋଇ ହୁଅନି ଚାନ୍ଦିନୀ ପରି ଶୀତଳ ଛାୟାର ଆଶ୍ରୟ ଉହାଡ଼େ ପବିତ୍ରତା ହେବ ଚୋରି ॥ ସ୍ଵର୍ଯ୍ୟ ପରି ହୁଅ ତେଜିଆନ ତୁମେ ସଂସାରକୁ କର ଆଲୋକିତ ଜାଳିଦିଅ ତୁମ ପ୍ରଚଣ୍ଡ ରୌଦ୍ରରେ ଉଠୁ ପଛେ ଯେତେ…
ମୁଁ ତୋ ମମତା ପଞ୍ଜୁରୀରେ କଏଦୀ ଶୁଆଟିଏ ! ଉଡ଼ିଯିବାକୁ ଚାହେଁ, ହେଲେ ଅଜଣା ଏ ସହରରେ ନାହିଁ ମୋର ବସାଟିଏ !! ପଞ୍ଜୁରୀ ବାହାର ଦୁନିଆରେ କେତେ ହିଂସ୍ର ବାତାବରଣ ! କ୍ଷମାହୀନ ସମୟରେ ବଦଳୁଥିବା ଏଇ ଋତୁମାନ ମୁଁ…
ସାଥେ ଥିଲେ ତୁମେ ଭଲଲାଗେ ମତେ ତୁମ ନାଁ ଡାକିବାକୁ ଏକା ଥିଲେ ମୁହିଁ ଭଲଲାଗେ ମତେ ତୁମ ଛବି ଦେଖିବାକୁ ॥ ବିତି ଯାଏ ଦିନ ପାହି ଯାଏ ରାତି ସରେ ନାହିଁ ମଧୁଗୀତି ସାଥେ ଥିଲେ ତୁମେ ଭଲ…