Read more about the article ଶ୍ରୀଦୁର୍ଗା ଜଣାଣ
ଶ୍ରୀଦୁର୍ଗା ଜଣାଣ

ଶ୍ରୀଦୁର୍ଗା ଜଣାଣ

ଆସ ମା' ଦୁର୍ଗେ ଦୁର୍ଗତି ନାଶିନୀ ଧରା ପୃଷ୍ଠେ ଅବତରି, ହର ବଲ୍ଲଭେ ମୃଗେନ୍ଦ୍ର ବାହିନୀ ମର୍ତ୍ତ୍ୟାବସ୍ଥା ଅନୁସରି ॥ ପ୍ରତିବର୍ଷ ପରି ଚଲିତ ବର୍ଷର ନୁହଁଇ ତ ଉପଯୁକ୍ତ, ଚାଇନା ଭୂମିରୁ ଦର୍ଦ୍ଦାନ୍ତ ଅସରୁ କରୋନା ଭୂତ ଆଗତ ॥…

Continue Readingଶ୍ରୀଦୁର୍ଗା ଜଣାଣ
Read more about the article ଆଶ୍ରା ଟିକେ ଦେବ କି?
ଆଶ୍ରା ଟିକେ ଦେବ କି

ଆଶ୍ରା ଟିକେ ଦେବ କି?

ଆହେ ଦୀନବନ୍ଧୁ, ପ୍ରଭୁ କୃପା କରିବ କି ହେ ଭବତରଙ୍ଗିଣୀ-ସ୍ରୋତେ, ଡାକୁଛି ମୁଁ କଣ୍ଠାଗ୍ରତେ କୃପା-ନାବ ପଠାଇ, ମୋତେ ତାରିବ କି ହେ...? ବିଷୟା-ଜଞ୍ଜାଳ-ଜାଲ ଛନ୍ଦିଲେ ମତେ ପ୍ରବଳ ତବ କୃପା-କୃପାଣରେ ତାକୁ କାଟିବ କି ହେ...? ଦିବସ ଅବା ରଜନୀ,…

Continue Readingଆଶ୍ରା ଟିକେ ଦେବ କି?
Read more about the article ଜଣାଣ
ଜଣାଣ

ଜଣାଣ

ଜୀବନ ଯାତ୍ରାରେ ସୁଖକୁ ଦେଇଛ ଦୁଃଖ ତ ପୁଣି ଦେଇଛ, ସୁଖ ଦୁଃଖ ସବୁ ଫେଣ୍ଟା ଫେଣ୍ଟି କଲେ କେବଳ ତୁମେ ଥାଉଛ । ସୁଖକୁ ନିଜର କଲାବେଳେ ମୁହିଁ ତୁମ ନାମ ଭୁଲିଗଲି, ଦୁଃଖକୁ ନିଜର କରିପାରିଲିନି ତୁମ ନାମକୁ…

Continue Readingଜଣାଣ
Read more about the article ନିବେଦନ
ନିବେଦନ

ନିବେଦନ

ଭିକାରି ଗୋଟିଏ କର ମତେ ପ୍ରଭୁ ଥିବି ତୁମ ବଡ଼ଦାଣ୍ଡେ । ବଡ଼ଦାଣ୍ଡେ ଯେତେ ଆସିବେ ଭକତେ ସେ ରେଣୁ (ପଦ ରେଣୁ) ଥାଉ ମୋ ମୁଣ୍ଡେ ॥ ମାଳିଟିଏ ପ୍ରଭୁ କରିଦିଅ ମତେ ତୁମ ବଗିଚାରେ ଥିବି । ତୁଳସୀ,…

Continue Readingନିବେଦନ
Read more about the article ଆସ ପ୍ରଭୁ
ଆସ ପ୍ରଭୁ

ଆସ ପ୍ରଭୁ

ଆସ ପ୍ରଭୁ ବସ ମୋର ହୃଦ କନ୍ଦରେ ଛାଡ଼ିବନି କେବେ ମୋତେ ଭଲ ମନ୍ଦରେ, ଭଲ ମନ୍ଦ ସବୁ ମହାପ୍ରସାଦ ସେ ମହାପ୍ରସାଦେ ମୋ ମନ ମୋଦ ଭକତି ପୁଷ୍ପାଞ୍ଜଳି ଶ୍ରୀ-ପାଦ ଦ୍ଵନ୍ଦରେ ॥ ବୈନତେୟ ଠାରୁ ବଳି ଆସନ କାହିଁ…

Continue Readingଆସ ପ୍ରଭୁ